Royal Science Higher Secondary School Muniguda

Royal Science Higher Secondary School Muniguda Royal Science Higher Secondary School, Muniguda, Rayagada, Odisha

25/03/2020

ନମସ୍କାର
ବହୁଦିନ ରୁ ପ୍ରତିକ୍ଷିତ ସୁପ୍ତ ହୋଇଥିବା ରୋୟାଲ ବିଜ୍ଞାନ ମହାବିଦ୍ୟାଳୟ ଯାହା ଆଜି ରୋୟାଲ ହାଇଏର ସେକେଣ୍ଡାରୀ ସ୍କୂଲ ନାମ ଧରି ନବକଳେବର ସ୍ୱରୂପ ପୁଣିଥରେ ମୁନିଗୁଡା ଠାରେ ଶୁଭାରଂଭ ହେଉଛି .
ଅଧୁନା ପରାମର୍ଶ ଦାତା, ଶିକ୍ଷାଧୀଶ ଓ ଶିକ୍ଷକ ବୃନ୍ଦ ଏକ ନୂତନ ସାଙ୍ଗଠନିକ ବାତାବରଣ ପ୍ରସ୍ତୁତ କରି ଶିକ୍ଷା ର ବିକାଶ ନିମନ୍ତେ ପଦକ୍ଷେପ ସୃଷ୍ଟି କରିଛନ୍ତି
ଆଧୁନିକ ବିଜ୍ଞାନର କମ୍ପୁଟରୀକରଣ ଶିକ୍ଷା , ଡିଜିଟାଲ ବୋର୍ଡ଼ , ଶୀତତାପ ନିୟନ୍ତ୍ରିତ ପ୍ରକୋଷ୍ଠ ଭିତରେ ଆପଣ ମାନଙ୍କ ସନ୍ତାନ ଓ ସନ୍ତତି ସୁଵିଚାରଧାରା, ସୁପରାମର୍ଶ ଓ ଶିକ୍ଷକ ମାନଙ୍କର ପ୍ରତକ୍ଷ ତତ୍ଵାବଧାନ ରେ ଶିକ୍ଷା ଗ୍ରହଣ କରି ପାରିବ ତତ ସଂଗେ ନିଜ ଲକ୍ଷ ସାଧନ କରିପାରିବ .
ଯୁକ୍ତ ଦୁଇ ପ୍ରଥମ ଓ ଦୁତୀୟ ବର୍ଷ ବିଜ୍ଞାନ ଶିକ୍ଷା ସହ ଯାନ୍ତ୍ରିକ ବିଜ୍ଞାନ ଓ ଚିକିତ୍ସା , କୃଷି ବିଜ୍ଞାନ ସମ୍ବନ୍ଧ ରେ ରାଜ୍ୟ ଓ ଦେଶ ସ୍ତରରେ ହେଉଥିବା ପ୍ରବେଶିକା ପରୀକ୍ଷାରେ ଭାଗ ନେଇପାରିବେ ଏଣୁ ଆପଣଙ୍କୁ ବିନୀତ ଅନୁରୋଧ କରୁ କି ଆପଣମାନେ ନିଜ ସନ୍ତାନ ଓ ସନ୍ତତି ର ଭବିଷ୍ୟତ ନିମନ୍ତେ ଥରୁଟିଏ ଚିନ୍ତା କରି ଆମ୍ଭମାନକୁଂ ସହଯୋଗ କରିବା ହେବେ .
ଆପଙ୍କ ସେବା ରେ
ରୋୟାଲ ହାଇଏର ସେକେଣ୍ଡାରୀ ସ୍କୂଲ , ମୁନିଗୁଡା , ଜିଲା - ରାୟଗଡା , ଓଡିଶା

16/03/2020

Admission Open for +2 Science 1st year.
Royal Science College, Muniguda
Call: 8260311111

ROYAL +2 SCIENCE COLLEGE, MUNIGUDA, RAYAGADA
30/11/2019

ROYAL +2 SCIENCE COLLEGE, MUNIGUDA, RAYAGADA

Admissions open for +2 Science
29/11/2019

Admissions open for +2 Science

Address

Rayagada Road
Rayagada
765020

Alerts

Be the first to know and let us send you an email when Royal Science Higher Secondary School Muniguda posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share

Category