Sri Maa Sri Aurobindo Purnanga Shikshya O Yogashram

  • Home
  • India
  • Puri
  • Sri Maa Sri Aurobindo Purnanga Shikshya O Yogashram

Sri Maa Sri Aurobindo Purnanga Shikshya O Yogashram ଶ୍ରୀ ମା ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷ୍ୟା ଓ ଯୋଗଶ୍ରମ

19/02/2026
Contact-9178684468
08/01/2026

Contact-9178684468

 ିରିମା_ଗାଁ_ର_ଗର୍ବ
21/03/2025

ିରିମା_ଗାଁ_ର_ଗର୍ବ

 ିରିମା_ଗାଁ_ର_ଗର୍ବ ଚଳିତ ବର୍ଷ ଗୋପ ଶିକ୍ଷା ମଣ୍ଡଳ ର ତୃତୀୟ ଶ୍ରେଣୀ ବୃତ୍ତି ରେ ତାରିଣୀ ଛକ ରେ ସ୍ଥାପିତ ହୋଇଥିବା ଶ୍ରୀ ମା ଶ୍ରୀ ଅରବିନ୍ଦ ...
22/02/2025

ିରିମା_ଗାଁ_ର_ଗର୍ବ
ଚଳିତ ବର୍ଷ ଗୋପ ଶିକ୍ଷା ମଣ୍ଡଳ ର ତୃତୀୟ ଶ୍ରେଣୀ ବୃତ୍ତି ରେ ତାରିଣୀ ଛକ ରେ ସ୍ଥାପିତ ହୋଇଥିବା ଶ୍ରୀ ମା ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ସ୍କୁଲ ର ଛାତ୍ରୀ ଆରାଧ୍ୟା ରାଉତ(ଗ୍ରାମ -ଗିରିମା) ଙ୍କ ବାଜିମାତ | ତାଙ୍କୁ ଅନେକ ଅନେକ ଅଭିନନ୍ଦନ ଓ ଶୁଭକାମନା l💐💐

ମା ପାଇଁ ଗଛଟିଏ 😊
29/07/2024

ମା ପାଇଁ ଗଛଟିଏ 😊

ଏକ ସୁସ୍ଥ ପରିବେଶ ଗଠନ ନିମନ୍ତେ ସବୁଜ ବନାନୀ ର ଆବଶ୍ୟକତା ଅନିର୍ଵାର୍ଯ୍ୟ |ପ୍ରାଣୀ ଓ ଉଦ୍ଭିଦ ପରସ୍ପର ନିର୍ଭରଶୀଳ, ତେଣୁ ବୃକ୍ଷଲତା ବିନା ପ୍ର...
08/07/2023

ଏକ ସୁସ୍ଥ ପରିବେଶ ଗଠନ ନିମନ୍ତେ ସବୁଜ ବନାନୀ ର ଆବଶ୍ୟକତା ଅନିର୍ଵାର୍ଯ୍ୟ |ପ୍ରାଣୀ ଓ ଉଦ୍ଭିଦ ପରସ୍ପର ନିର୍ଭରଶୀଳ, ତେଣୁ ବୃକ୍ଷଲତା ବିନା ପ୍ରାଣୀ ଜଗତ ତିଷ୍ଠି ରହିବା ଅସମ୍ଭବ|ତେଣୁ ବୃକ୍ଷଲତା ର ଯତ୍ନ ନେବା ପାଇଁ ଶ୍ରୀ ମା ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା ଓ ଯୋଗାଶ୍ରାମ ରେ ବନ ମହୋତ୍ସବ ପାଳନ କରାଯାଇଅଛି

ଗୋଟିଏ ଜୀବନ ପାଇଁ ଗୋଟିଏ ବୃକ୍ଷ......

ନିମନ୍ତ୍ରଣ ରହିଲା ନିଶ୍ଚୟ ଆସିବେ......DT-11/04/2023 ଠିକ ସନ୍ଧ୍ୟା 5ଟା ରେ.....
09/04/2023

ନିମନ୍ତ୍ରଣ ରହିଲା ନିଶ୍ଚୟ ଆସିବେ......
DT-11/04/2023 ଠିକ ସନ୍ଧ୍ୟା 5ଟା ରେ.....

Address

Kundura Chhaka, Gop
Puri
752111

Opening Hours

Monday 7am - 4pm
Tuesday 7am - 4pm
Wednesday 7am - 4pm
Thursday 7am - 4pm
Friday 7am - 4pm
Saturday 7am - 4pm

Telephone

9178684468

Website

Alerts

Be the first to know and let us send you an email when Sri Maa Sri Aurobindo Purnanga Shikshya O Yogashram posts news and promotions. Your email address will not be used for any other purpose, and you can unsubscribe at any time.

Contact The School

Send a message to Sri Maa Sri Aurobindo Purnanga Shikshya O Yogashram:

Shortcuts

Share

Category