Golden Jubilee Year of MMHS

Golden Jubilee Year of MMHS 2015 is the Golden Jubilee Year of our beloved Madanpur Mohavir High School. So, all the alumnus r r

ଓଁ ଗଙ୍ଗା!ମଦନପୁର ମହାବୀର ସରକାରୀ ଉଚ୍ଚ ବିଦ୍ୟାଳୟର ଅନ୍ୟତମ ପ୍ରତିଷ୍ଠାତା ସଦସ୍ୟ, ଗୁଣ୍ଠି ସଂସାରଫଳ ଗ୍ରାମର ଶ୍ରୀଯୁକ୍ତ ଅର୍ଜୁନ ଚରଣ ସିଂ ଇହ...
11/09/2024

ଓଁ ଗଙ୍ଗା!
ମଦନପୁର ମହାବୀର ସରକାରୀ ଉଚ୍ଚ ବିଦ୍ୟାଳୟର ଅନ୍ୟତମ ପ୍ରତିଷ୍ଠାତା ସଦସ୍ୟ, ଗୁଣ୍ଠି ସଂସାରଫଳ ଗ୍ରାମର ଶ୍ରୀଯୁକ୍ତ ଅର୍ଜୁନ ଚରଣ ସିଂ ଇହଲୀଳା ସମ୍ବରଣ କରିଛନ୍ତି। ତାଙ୍କ ଅମର ଆତ୍ମାର ସଦ୍ଗତି କାମନା ସହ ଶୋକ ସଂତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଉଛୁ!

15/10/2022
ସୁବର୍ଣ୍ଣ ଜୟନ୍ତୀ ପ୍ରସ୍ତୁତି ବୈଠକ, କଣସରା ମନ୍ଦିର ପ୍ରାଙ୍ଗଣ, ଦାଣ୍ଡି...
29/07/2018

ସୁବର୍ଣ୍ଣ ଜୟନ୍ତୀ ପ୍ରସ୍ତୁତି ବୈଠକ, କଣସରା ମନ୍ଦିର ପ୍ରାଙ୍ଗଣ, ଦାଣ୍ଡି...

18/07/2018

Preparatory meeting at Sankhapur cyclone centre.Ended with positive response.

ତା-8-7-2018ରିଖ ରବିବାର ଦିନ ଭୁବନେଶ୍ବରରେ ଅନୁଷ୍ଠିତ ବୈଠକରେ ନିମ୍ନଲିଖିତ ବିଷୟ ଉପରେ ଆଲୋଚନା ହୋଇଥିଲା ।ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ଉତ୍...
10/07/2018

ତା-8-7-2018ରିଖ ରବିବାର ଦିନ ଭୁବନେଶ୍ବରରେ ଅନୁଷ୍ଠିତ ବୈଠକରେ ନିମ୍ନଲିଖିତ ବିଷୟ ଉପରେ ଆଲୋଚନା ହୋଇଥିଲା ।
ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ଆସନ୍ତା ଅକ୍ଟୋବର ମାସ 21 ଓ22 ତାରିଖ (ରବିବାର ଓ ସୋମବାର)ଦୁଇଦିନ ଧରି ଅନୁଷ୍ଠିତ ହେବ ବୋଲି ଚୂଡାନ୍ତ ନିଷ୍ପତ୍ତି ନିଆଗଲା ।
ସୁବର୍ଣ୍ଣ ଜୟନ୍ତୀ ସମାରୋହର ସମସ୍ତ ବିଭାଗକୁ ବିଚାରକୁ ନେଇ ଏକ ସୁଚିନ୍ତିତ ବ୍ଯୟ ଅଟକଳ ପ୍ରସ୍ତୁତ କରାଯାଇଛି ।ଉକ୍ତ ରାଶିର ପରିମାଣ ପ୍ରାୟତଃ ଦଶ ଲକ୍ଷ ଟଙ୍କା ରଖାଯାଇଛି ।
ବିଧାୟକ ଶ୍ରୀଯୁକ୍ତ ଅଂଶୁମାନ ମହାନ୍ତିଙ୍କୁ ନେଇ ଅତିଥି ଚୟନ ପାଇଁ ନିମ୍ନଲିଖିତ ପୁରାତନ ବିଦ୍ଯାର୍ଥୀମାନଙ୍କୁ ଦାୟିତ୍ୱ ଦିଆଯାଇଛି ।
1-Baikuntha Nath Swain
2-Kshiroda Jena
3-Amaresh KU.Patra
4-Bishnu Ch.Patra
5-Saroj Ku.Patra.
6-Pranab Prakash Nayak
7-Dillip Pradhan
8-Saroj Mallick
ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ନିମନ୍ତେ ପ୍ରସ୍ତୁତ ହେବାକୁ ଥିବା ସ୍ମରଣିକା କମିଟିରେ ନିମ୍ନଲିଖିତ ପୁରାତନ ବିଦ୍ଯାର୍ଥୀମାନଙ୍କୁ ଦାୟିତ୍ୱ ଦିଆଯାଇଛି ।
1-Pradeep Nayak
2-Gopinath Sahu
3-Rabindra Parida
4-Pradipta KU.Behura
5-Sushanta Ku Dash
6-Sachitra Patra
7-Pranab Prakash Nayak
ସୁବର୍ଣ୍ଣ ଜୟନ୍ତୀ ବିଶେଷାଙ୍କପାଇଁ ଲେଖା ଓ ଫଟୋ ପଠାଇବାର ଶେଷ ତାରିଖ ଅଗଷ୍ଟ 15 ତାରିଖ ବୋଲି ଚୂଡାନ୍ତ ନିଷ୍ପତ୍ତି ନିଆଗଲା ।
ସମସ୍ତ ପୁରାତନ ବିଦ୍ଯାର୍ଥୀମାନେ ସେମାନଙ୍କର ନିଜ ନିଜର ବ୍ୟକ୍ତିଗତ ଦେୟ ଆସନ୍ତା ଅଗଷ୍ଟ ମାସ 31 ତାରିଖ ସୁଦ୍ଧା ପୈଠ କରି ରସିଦ ସଂଗ୍ରହ କରିବା ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଛି ।
ଉକ୍ତ ବୈଠକରେ ଉପସ୍ଥିତି ଥିବା ସମସ୍ତ ସଭ୍ୟ ଜୁଲାଇ ମାସ 31ତାରିଖ ସୁଦ୍ଧା ନିଜର ବ୍ୟକ୍ତିଗତ contribution ଦେବା ପାଇଁ ମତାମତ ଦେଇଛନ୍ତି ।କଟକ ଓ ଭୁବନେଶ୍ବରର ସମସ୍ତ ପୁରାତନ ବିଦ୍ଯାର୍ଥୀମାନଙ୍କ ସହିତ ଯୋଗାଯୋଗ କରିବା ପାଇଁ ନିମ୍ନଲିଖିତ ପୁରାତନ ବିଦ୍ଯାର୍ଥୀମାନଙ୍କୁ ଦାୟିତ୍ୱ ଦିଆଯାଇଛି ।
1-Ajit Ku Behera
2-Rabindra Ku Pradhan
3-Pranab Prakash Nayak
4-Basanta Behera
5-Dillip Pradhan
6-Rabindra Khuntia
ସାଂସ୍କୃତିକ କାର୍ଯ୍ୟକ୍ରମ ଦାୟିତ୍ୱ ମୁଖ୍ୟତଃ ବୈକୁଣ୍ଠ ଭାଇ ଓ କ୍ଷରୋଦଭାଇଙ୍କ ଉପରେ ନ୍ୟସ୍ତ କରାଗଲା ।
ପ୍ରତି ଗ୍ରାମରେ ଅନୁଷ୍ଠିତ ହେବାକୁ ଥିବା ବୈଠକ ଜୁଲାଇ ମାସ ଶେଷ ସୁଦ୍ଧା ସମାପନ କରିବାକୁ ସଭାରେ ନିଷ୍ପତ୍ତି ନିଆଯାଇଛି।
ଅଗଷ୍ଟ ମାସ ପ୍ରଥମ ସପ୍ତାହରେ ବିଦ୍ୟାଳୟ ପ୍ରାଙ୍ଗଣରେଏକ ସାଧାରଣ ସଭା କରାଯିବାକୁ ସଭାରେ ନିଷ୍ପତ୍ତି ନିଆଯାଇଛି ।ସେହି ସଭାରେ ସମସ୍ତ ବିଷୟ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇ ପୂର୍ଣ୍ଣାଙ୍ଗ କମିଟି ଗଠନ କରାଯିବାକୁ ନିଷ୍ପତ୍ତି ନିଆଯାଇଛି ।
ସର୍ବ ଶେଷରେ ସମସ୍ତ ପୁରାତନ ବିଦ୍ଯାର୍ଥୀମାନଙ୍କର ସହଯୋଗ କାମନା କରି ଧନ୍ଯବାଦ୍ ଅର୍ପଣ କରାଯାଇଥିଲା ।

24/06/2018

Golden Jubilee Preparation Meeting

ଆଜି ସ୍କୁଲରେ ଆୟୋଜିତ ଗୁରୁତ୍ୱପୂର୍ଣ୍ଣ ସୁବର୍ଣ୍ଣଜୟନ୍ତି ପ୍ରସ୍ତୁତି ବୈଠକର କିଛି ଦୃଶ୍ୟ...
15/04/2018

ଆଜି ସ୍କୁଲରେ ଆୟୋଜିତ ଗୁରୁତ୍ୱପୂର୍ଣ୍ଣ ସୁବର୍ଣ୍ଣଜୟନ୍ତି ପ୍ରସ୍ତୁତି ବୈଠକର କିଛି ଦୃଶ୍ୟ...

12/04/2018
08/04/2018

ଆଜି (୮/୩/୧୮) ଭୁବନେଶ୍ଵରରେ ଅନୁଷ୍ଠିତ ବୈଠକରେ ନିମ୍ନ ଲିଖିତ ନିଷ୍ପତ୍ତିମାନ ସର୍ବସମ୍ମତିକ୍ରମେ ଗୃହିତ ହେଲା।
୧-ଅଭ୍ୟର୍ଥନାକମିଟିରେ ବରିଷ୍ଠ ଭାଇ ଭ଼ଉଣୀ ମାନଙ୍କୁ ସାମିଲ୍ କରାଯିବ ।
୨-ଉପଦେଷ୍ଟା କମିଟିରେ ମଧ୍ୟ ଉପରୋକ୍ତ ପ୍ରକ୍ରିୟା ଅବଲମ୍ବନ କରାଯିବାକୁ ବୈଠକରେ ନିଷ୍ପତ୍ତି ନିଆଗଲା ।
୩-ଆସନ୍ତା୧୫ ତାରିଖରେ ମଦନପୁର ମହାବୀର ଉଚ୍ଚବିଦ୍ୟାଳୟଠାରେ ମଧ୍ୟ ଏକ ସାଧାରଣ ସଭା କରି ପରବର୍ତୀ କାର୍ଯ୍ୟକ୍ରମ ପାଇଁ ପଦକ୍ଷେପ ନେବାକୁ ସଭାରେ ନିଷ୍ପତ୍ତି ନିଆଗଲା।
୪-ସମୟର ସ୍ଵଳ୍ପତା ତଥା ନିଜ ନିଜର ବ୍ୟାଚ୍ ବିଦ୍ୟାର୍ଥୀଙ୍କ ମଧ୍ୟରେ ସୂଚାରୂରୂପେ ଯୋଗାଯୋଗ ସନ୍ତୋଷ ଜନକ ହୋଇନଥିବା ଏବଂ ମେ ମାସରେ ଜ଼ୟନ୍ତୀରେ ଯୋଗଦାନ କରିବା ସମ୍ଭବ ନୁହେଁ ବୋଲି ଦୂରରେ ଥିବା ଅନେକ ଭାଇଭ଼ଉଣୀ ମାନଙ୍କର ମତାମତ ମଧ୍ୟ ସଭାରେ କେତେକ ଭାଇ ଉପସ୍ଥାପନା କରିଥିଲେ।
ବହୁ ପୁଙ୍ଖାନୁପୁଙ୍ଖ ଆଲୋଚନାପରେ ସଭାରେ ଏହି ନିଷ୍ପତ୍ତି ନିଆଗଲା ଯେ ସୁବର୍ଣ୍ଣଜୟନ୍ତୀ ଆସନ୍ତା ଦଶହରାପର୍ବ ସମଯରେ ନିଶ୍ଚୟ ମହାସମାରୋହରେ ପାଳନ କରାଯିବ। ୫-ଉପସ୍ଥିତ ବିର୍ଦ୍ୟାର୍ଥୀ ମାନଙ୍କ ମଧ୍ୟରୁ କିଏ କେଉଁ ବ୍ୟାଚ୍ ଦାୟିତ୍ଵ ନେଇ ଆର୍ଥିକ ସମ୍ବଳ ଯୋଗାଡ କରିବେ ତାହା ନିମ୍ନରେ ସୂଚାଇ ଦିଆଗଲା।
୬-ଆସନ୍ତା୨୨ ତାରିଖରେ ଭୁବନେଶ୍ଵରରେ ଏକ ଜରୁରୀ ବୈଠକ କରି ଉକ୍ତ ପଦକ୍ଷେପ ଗୁଡିକ କେତେଦୂର ଆଗେଇ ପାରିଛି ତାହାର ତର୍ଜମା କରି ଆବଶ୍ୟକ ପଦକ୍ଷେପ ନେବାକୁ ସଭାରେ ନିଷ୍ପତ୍ତି ନିଆଗଲ।
ସର୍ବଶେଷରେ ସମସ୍ତ ପୁରାତନ ବିଦ୍ୟାର୍ଥୀ ମାନଙ୍କୁ ଉକ୍ତ କାର୍ଯ୍ୟକ୍ରମରେ ସାମିଲ୍ କରିବାପାଇଁ ସମସ୍ତଙ୍କ ଅନୁରୋଧ
କରାଯାଇ ସଭାସାଙ୍ଗ କରାଯାଇଥିଲା। ପୁରାତନ ବିଦ୍ୟାର୍ଥୀଙ୍କ ତରଫରୁ ସମସ୍ତଙ୍କର ସହଯୋଗ କାମନା କରୁଛି।
ଧନ୍ୟବାଦ୍!

Address

Pattamundai

Telephone

9439491545

Website

Alerts

Be the first to know and let us send you an email when Golden Jubilee Year of MMHS posts news and promotions. Your email address will not be used for any other purpose, and you can unsubscribe at any time.

Contact The School

Send a message to Golden Jubilee Year of MMHS:

Shortcuts

Share