Triveni +2 Science College, Padmapur

Triveni +2 Science College, Padmapur The College is permitted & recognized by Govt. of Odisha and affiliated to CHSE Odisha Bhubaneswar.

Since inception the College has grown in leaps and bounds and has created an atmosphere in Science Education.

Hearty Congratulations to all our Pass Out Students. We wish you all for a bright future ahead.
29/05/2024

Hearty Congratulations to all our Pass Out Students. We wish you all for a bright future ahead.

ନମସ୍କାର ଓ ଶୁଭ ସନ୍ଧ୍ୟା,ପ୍ରିୟ ଅଭିଭାବକ, ଛାତ୍ରଛତ୍ରୀ, ଶୁଭାକାଁକ୍ଷୀ ଓ ସମସ୍ତ ଜନସାଧାରଣ ବୃନ୍ଦ। ଆସନ୍ତା ୧୫ ଏପ୍ରିଲ ୨୦୨୪, ସୋମବାର, ସନ୍ଧ...
13/04/2024

ନମସ୍କାର ଓ ଶୁଭ ସନ୍ଧ୍ୟା,
ପ୍ରିୟ ଅଭିଭାବକ, ଛାତ୍ରଛତ୍ରୀ, ଶୁଭାକାଁକ୍ଷୀ ଓ ସମସ୍ତ ଜନସାଧାରଣ ବୃନ୍ଦ। ଆସନ୍ତା ୧୫ ଏପ୍ରିଲ ୨୦୨୪, ସୋମବାର, ସନ୍ଧ୍ୟା ଘ ୪.୦୦ମି IOB ବ୍ୟାଙ୍କ୍ ନିକଟରେ ତ୍ରିବେଣୀ ଶିକ୍ଷାନୁଷ୍ଠାନ ର ବାର୍ଷିକ ଉତ୍ସବ (TRIVFEST) ମହା ସମାରହ ରେ ଅନୁଷ୍ଠିତ ହେବାକୁ ଯାଉଛି। ସମସ୍ତେ ଏହି ଉତ୍ସବ ରେ ଯୋଗଦାନ କରି ଉତ୍ସବ କୁ ସାଫଲ୍ୟ ମଣ୍ଡିତ କରିବା ହେବେ। ଆପଣଙ୍କ ଉପସ୍ଥିତି ଏକାନ୍ତ କାମ୍ୟ।

ମୁଖ୍ୟ ଆକର୍ଷଣ କଣ୍ଠଶିଳ୍ପୀ ଡ଼ ଚନ୍ଦନ ଗନ୍ତାୟତ।

ଧନ୍ୟବାଦ୍

ତ୍ରିବେଣୀ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତରଫରୁ ସମସ୍ତଙ୍କୁ ଉତ୍କଳ ଦିବସର ହାର୍ଦ୍ଧିକ ଅଭିନନ୍ଦନ
01/04/2024

ତ୍ରିବେଣୀ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତରଫରୁ ସମସ୍ତଙ୍କୁ ଉତ୍କଳ ଦିବସର ହାର୍ଦ୍ଧିକ ଅଭିନନ୍ଦନ

Happy Maha Shivratri
08/03/2024

Happy Maha Shivratri

28/02/2024
All the best BSE, CBSE, ICSE 10th Examinees for ur Examination.......We offer Summer Course for +2 Science & Arts Aspira...
24/02/2024

All the best BSE, CBSE, ICSE 10th Examinees for ur Examination.......
We offer Summer Course for +2 Science & Arts Aspirants from 14th March 2024.....

ପବିତ୍ର ବସନ୍ତ ପଞ୍ଚମୀ ର ଶୁଭେଛା ଓ ଅଭିନନ୍ଦନ।
14/02/2024

ପବିତ୍ର ବସନ୍ତ ପଞ୍ଚମୀ ର ଶୁଭେଛା ଓ ଅଭିନନ୍ଦନ।

On the occasion of Inauguration ceremony of JMFC Court at Padmapur Triveni +2 Science College, Padmapur
23/12/2023

On the occasion of Inauguration ceremony of JMFC Court at Padmapur Triveni +2 Science College, Padmapur

Let's have a picnic. A picnic is the key to happiness....
21/12/2023

Let's have a picnic. A picnic is the key to happiness....

ତ୍ରିବେଣୀ ପରିବାର ତରଫରୁ ପ୍ରଥମାଷ୍ଟମୀ ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ। 🙏🏻
05/12/2023

ତ୍ରିବେଣୀ ପରିବାର ତରଫରୁ ପ୍ରଥମାଷ୍ଟମୀ ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ। 🙏🏻

“ଗୁରୁ ବ୍ରହ୍ମା,ଗୁରୁ ବିଷ୍ଣୁ,ଗୁରୁ ଦେବୋ ମହେଶ୍ଵର, ଗୁରୁ ସାକ୍ଷାତ୍ ପରମ୍ ବ୍ରହ୍ମ , ତସ୍ମୈଶ୍ରୀ ଗୁରବେ ନମଃ.”ଜଣେ ମଣିଷ ଜୀବନର ମୂଲ୍ୟବୋଧକୁ ...
05/09/2023

“ଗୁରୁ ବ୍ରହ୍ମା,ଗୁରୁ ବିଷ୍ଣୁ,ଗୁରୁ ଦେବୋ ମହେଶ୍ଵର, ଗୁରୁ ସାକ୍ଷାତ୍ ପରମ୍ ବ୍ରହ୍ମ , ତସ୍ମୈଶ୍ରୀ ଗୁରବେ ନମଃ.”

ଜଣେ ମଣିଷ ଜୀବନର ମୂଲ୍ୟବୋଧକୁ ବୁଝିବା ପାଇଁ, ସମାଜର ମୁଖ୍ୟସ୍ରୋତରେ ଆଗେଇଯିବା ପାଇଁ ଆବଶ୍ୟକ ହୋଇଥାଏ ଶିକ୍ଷା l ଶିକ୍ଷାଦାନ ସହ ଜୀବନକୁ ମାର୍ଜିତ କରିବା ପାଇଁ ସମସ୍ତଙ୍କ ଜୀବନରେ ଆସିଥାନ୍ତି ଚଳନ୍ତି ପ୍ରତିମା ଶିକ୍ଷକ ଓ ଶିକ୍ଷୟିତ୍ରୀ ବୃନ୍ଦ l

ପବିତ୍ର ଗୁରୁ ଦିବସ ର ହାର୍ଦ୍ଧିକ ଅଭିନନ୍ଦନ।

Address

Padmapuram
765025

Opening Hours

Monday 8am - 8pm
Tuesday 8am - 8pm
Wednesday 8am - 8pm
Thursday 8am - 8pm
Friday 8am - 8pm
Saturday 8am - 8pm
Sunday 10am - 1pm

Telephone

+918596985878

Alerts

Be the first to know and let us send you an email when Triveni +2 Science College, Padmapur posts news and promotions. Your email address will not be used for any other purpose, and you can unsubscribe at any time.

Contact The School

Send a message to Triveni +2 Science College, Padmapur:

Shortcuts

Share

Category