Kalinga Public School

Kalinga Public School kps belives in quality education

କଳିଙ୍ଗ ପବ୍ଲିକ ସ୍କୁଲର ଛାତ୍ର ଶ୍ରୀମାନ୍ ବଭାନ କୁମାର ଆସନ୍ତା ଶିକ୍ଷାବର୍ଷ ୨୦୨୬-୨୭ରେ ଜବାହାର ନବୋଦୟ ବିଦ୍ୟାଳୟ ପାଇଁ ୮୮ନଂ ରାୟଙ୍ଙ୍ରଙ୍କ ର...
17/03/2026

କଳିଙ୍ଗ ପବ୍ଲିକ ସ୍କୁଲର ଛାତ୍ର ଶ୍ରୀମାନ୍ ବଭାନ କୁମାର ଆସନ୍ତା ଶିକ୍ଷାବର୍ଷ ୨୦୨୬-୨୭ରେ ଜବାହାର ନବୋଦୟ ବିଦ୍ୟାଳୟ ପାଇଁ ୮୮ନଂ ରାୟଙ୍ଙ୍ରଙ୍କ ରେ ଚୟନ ହୋଇଛନ୍ତି ।
ତାଙ୍କର ଆଦର୍ଶ କୃତିତ୍ବ ଆମର ଗର୍ବ ।ସେ ଭବିଷ୍ୟତରେ ଅଧିକରୁ ଅଧିକ ଆଗକୁ ବଢନ୍ତୁ ଏହା ଆମର ତାଙ୍କ ପାଇଁ ଜଗନ୍ନାଥ ପାଖରେ ପ୍ରାର୍ଥନା ।

Dt 28 .12.2025 annual feast at arakhapal  balijatra padia
29/12/2025

Dt 28 .12.2025 annual feast at arakhapal balijatra padia

09/03/2025

Teacher required
Salary 7500 to 10000
For new session
Contact soon...

21/02/2025

ଆଜି ଠାରୁ ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଆରମ୍ଭ ହେଉଛି। ସମସ୍ତ
ପରିକ୍ଷାର୍ଥୀ ମାନଙ୍କୁ ଅଭିନନ୍ଦନ ଏବଂ ଶୁଭେଚ୍ଛା ତଥା ଶୁଭକାମନା ଅର୍ପଣ କରୁଛି। ପରୀକ୍ଷା ରେ ପ୍ରତ୍ୟେକ ବିଷୟ ରେ ଭଲ ମାର୍କ ରଖି ଉତ୍ତୀର୍ଣ୍ଣ ହେବାପାଇଁ, ସମସ୍ତ ପରିକ୍ଷାର୍ଥୀ ଙ୍କୁ ପ୍ରଭୁ ଜଗନ୍ନାଥ ସହାୟ ହେବାପାଇଁ
ପ୍ରଣତୀ ଜଣାଉଛି। ଜୟ ଜଗନ୍ନାଥ।

A great day with MLA,kamakhyanagar Mr satrughna Jena  at our school
05/01/2025

A great day with MLA,kamakhyanagar Mr satrughna Jena at our school

Annual  feast with kps 2024 25
27/12/2024

Annual feast with kps 2024 25

ଏକ ସଶକ୍ତ ସମାଜ ଗଠନରେ ଶିକ୍ଷାର ଆବଶ୍ୟକତା ଯଥେଷ୍ଟ ଗୁରୁତ୍ୱପୂର୍ଣ୍ଣ। ଦେଶରେ ଶିକ୍ଷା ବ୍ୟବସ୍ଥାକୁ ଆହୁରି ଉନ୍ନତ ଏବଂ ସର୍ବବ୍ୟାପି କରିବା ପାଇ...
08/09/2024

ଏକ ସଶକ୍ତ ସମାଜ ଗଠନରେ ଶିକ୍ଷାର ଆବଶ୍ୟକତା ଯଥେଷ୍ଟ ଗୁରୁତ୍ୱପୂର୍ଣ୍ଣ। ଦେଶରେ ଶିକ୍ଷା ବ୍ୟବସ୍ଥାକୁ ଆହୁରି ଉନ୍ନତ ଏବଂ ସର୍ବବ୍ୟାପି କରିବା ପାଇଁ ଜାତୀୟ ଶିକ୍ଷା ନୀତି ଭଳି ଯୋଜନା କାର୍ଯ୍ୟ କରୁଛି।

ଆଜି ସାକ୍ଷରତା ଦିବସରେ ଆସନ୍ତୁ ଦେଶ ତଥା ରାଜ୍ୟରେ ସାକ୍ଷରତା ହାର ବୃଦ୍ଧି କରିବା ପାଇଁ ଆମେ ସଂକଳ୍ପ ନେବା। ଶିକ୍ଷା ଗ୍ରହଣ ପାଇଁ ଅନ୍ୟମାନଙ୍କୁ ଉତ୍ସାହିତ କରି ଏକ ବିକଶିତ ସମାଜ ଗଠନ କରିବା
କଳିଙ୍ଗ ପବ୍ଳିକ ସ୍କୁଲ,

07/09/2024

Address

Odisha
755026,759023

Alerts

Be the first to know and let us send you an email when Kalinga Public School posts news and promotions. Your email address will not be used for any other purpose, and you can unsubscribe at any time.

Contact The School

Send a message to Kalinga Public School:

Shortcuts

Share

Category