Gayatree Bidya Mandir,Mashabari

  • Home
  • Gayatree Bidya Mandir,Mashabari

Gayatree Bidya Mandir,Mashabari Gayatree Bidya Mandir,Mashabari is one of the premier Schools in Nayagarh district. Estd.-1992

ଗାୟତ୍ରୀ ବିଦ୍ୟା ମନ୍ଦିର ର ଛାତ୍ର ଛାତ୍ରୀ ମାନଙ୍କୁ ଓଡ଼ଗାଁ ବନ ବିଭାଗ ଦ୍ଵାରା ବଣ୍ଟା ଯାଇଥିବା 200 ଚାରା ତାଙ୍କ ଅଭିଭାବକ ମାନଙ୍କ ଉପସ୍ଥିତି...
10/08/2025

ଗାୟତ୍ରୀ ବିଦ୍ୟା ମନ୍ଦିର ର ଛାତ୍ର ଛାତ୍ରୀ ମାନଙ୍କୁ ଓଡ଼ଗାଁ ବନ ବିଭାଗ ଦ୍ଵାରା ବଣ୍ଟା ଯାଇଥିବା 200 ଚାରା ତାଙ୍କ ଅଭିଭାବକ ମାନଙ୍କ ଉପସ୍ଥିତିରେ ନିଜ ବାଡି ବଗିଚା ରେ ରୋପଣ କରାଯାଇଛି।

ଧନ୍ୟବାଦ୍ ବନବିଭାଗ, ଓଡ଼ଗାଁ

Shantanu K Panigrahi Gayatree Bidya Mandir,Mashabari Sumati Dakua Ashok Kumar Mahapatra Adarsa Pattnayak Birendra Sahoo Venkat Panigrahi Suman Bhaskar Pani Santosini Sahoo Odagaon - ଓଡ଼ଗାଁ

ଗାୟତ୍ରୀ ବିଦ୍ୟା ମନ୍ଦିର Gayatree Bidya Mandir,Mashabari ରେ "ମୋ ପାଇଁ ଗଛଟିଏ" କାର୍ଯ୍ୟକ୍ରମ
09/08/2025

ଗାୟତ୍ରୀ ବିଦ୍ୟା ମନ୍ଦିର Gayatree Bidya Mandir,Mashabari ରେ "ମୋ ପାଇଁ ଗଛଟିଏ" କାର୍ଯ୍ୟକ୍ରମ

ଗାୟତ୍ରୀ ବିଦ୍ୟାମନ୍ଦିରରେ କାରଗିଲ ବିଜୟ ଦିବସ ପାଳିତ।ଓଡ଼ଗାଁ ୨୬/୦୭: ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ପନ୍ତିଖାରୀ ଗ୍ରାମ ପଞ୍ଚାୟତ ମଶାବାରୀ ଗା...
26/07/2025

ଗାୟତ୍ରୀ ବିଦ୍ୟାମନ୍ଦିରରେ କାରଗିଲ ବିଜୟ ଦିବସ ପାଳିତ।
ଓଡ଼ଗାଁ ୨୬/୦୭: ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ପନ୍ତିଖାରୀ ଗ୍ରାମ ପଞ୍ଚାୟତ ମଶାବାରୀ ଗାୟତ୍ରୀ ବିଦ୍ୟାମନ୍ଦିରେ ଜୁଲାଇ ୨୬ ତାରିଖ ଶନିବାର ୨୬ତମ କାରଗିଲ ବିଜୟ ଦିବସ ପାଳିତ ହୋଇଯାଇଛି। ଭାରତ ମାତାର ଜୟଗାନ କରିବା ସହିତ'ଶହୀଦ୍ ଯବାନ ଅମର ରହେ' କାରଗିଲ ଯୋଦ୍ଧାଙ୍କ ବଳିଦାନ କେବେବି ବ୍ୟର୍ଥ ଯିବ ନାହିଁ ଇତ୍ୟାଦି ଶ୍ଳୋଗାନ ଦେଇ ବିଦ୍ୟାମନ୍ଦିର ଛାତ୍ର ଛାତ୍ରୀ ମାନେ ଏକ ଶୋଭାଯାତ୍ରାରେ ବାହାରି ପନ୍ତିଖାରୀ ଓ ମଶାବାରୀ ଗ୍ରାମ ପରିକ୍ରମା କରି ବିଦ୍ୟା ମନ୍ଦିରରେ ପହଞ୍ଚିଥିଲେ।ଏବଂ ସେଠାରେ ବିଦ୍ୟାମନ୍ଦିର ପ୍ରତିଷ୍ଠାତା ଅଶୋକ କୁମାର ମହାପାତ୍ରଙ୍କ ସଭାପତିତ୍ବରେ ଆୟୋଜିତ କାରଗିଲ ବିଜୟ ଦିବସ ପାଳନ ଉତ୍ସବରେ ଅବସରପ୍ରାପ୍ତ ସୈନିକ ଅଧିକାରୀ ତଥା ବରିଷୃ ସାମ୍ବାଦିକ ଆଦର୍ଶ କୁମାର ପଟ୍ଟନାୟକ ଏବଂ ଓଡ଼ଗାଁ ଥାନା ସବଇନିସ୍ପେକ୍ଟର ଚକ୍ରଧର ସିଂ ଯୋଗଦେଇଥିଲେ। ବିଦ୍ୟାମନ୍ଦିର ଛାତ୍ର ଛାତ୍ରୀ ମାନେ ଜଣେ ଦେଶ ସୁରକ୍ଷା ଦାୟିତ୍ବରୁ ଅବସର ଗ୍ରହଣ କରିଥିବା ସୈନିକ ଏବଂ ଅନ୍ୟ ଜଣେ ଓଡ଼ଗାଁ ଥାନା ଅଞ୍ଚଳର ଆଇନ୍ ଶୃଙ୍ଖଳା ରକ୍ଷା ଦାୟିତ୍ୱରେ ଥିବା ପୋଲିସ ଅଧିକାରୀଙ୍କୁ ଫୁଲ,ଚନ୍ଦନ ଓ ସିନ୍ଦୂର ଲଗାଇ ରାଜତିଲକ କରାଯାଇଥିଲା। ଶହିଦ୍ ମାନଙ୍କ ଉଦ୍ଦେଶ୍ୟରେ ନିରବ ପ୍ରାର୍ଥନା କରାଯାଇ ରାଷ୍ଟ୍ରୀୟ ସଙ୍ଗିତ ଗାନ କରାଯାଇଥିଲା।ଆମର ପଡୋଶୀ ଦେଶ ପାକିସ୍ଥାନ ସମ୍ମୁଖ ସମରରେ ଭାରତ ସହିତ ଯୁଦ୍ଧ କରିବାର ସାହାସ ନାହିଁ।ତେଣୁ ସବୁବେଳେ ପାକିସ୍ତାନ ଛଳ କପଟ କରି ଆମ ଦେଶ ଭାରତର କ୍ଷତି କରିବାକୁ ଚାହେଁ। ଯୁଦ୍ଧ ହୁଏ।ଯୁଦ୍ଧରେ ପାକିସ୍ତାନ ପୂର୍ବରୁ ଏବଂ ପରେ କାରଗିଲ ଯୁଦ୍ଧ 'ଅପରେସନ ବିଜୟ' ବର୍ତ୍ତମାନ 'ଅପରେସନ ସିନ୍ଦୂର' ପର୍ଯ୍ୟନ୍ତ ବାରମ୍ବାର ହାରୁଥିଲେ ମଧ୍ୟ ନିଜ ଦେଶରେ ଜିତିବାର ଭ୍ରମ ସୃଷ୍ଟି କରିଥାଏ।ଏହି ବିଶ୍ବାସଘାତକ ଦେଶ ପାକିସ୍ତାନ ପ୍ରତି ଭାରତ ସବୁବେଳେ ସତର୍କ ରହିଥାଏ। ବୋଲି ଅତିଥିମାନେ କହିଥିଲେ।ଗାୟତ୍ରୀ ବିଦ୍ୟାମନ୍ଦିର ଅଧ୍ୟକ୍ଷ ବୀରେନ୍ଦ୍ର ସାହୁ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ଶିକ୍ଷକ ଭେଙ୍କଟସ୍ବାମୀ ପାଣିଗ୍ରାହୀ, ନାରାୟଣ ପ୍ରଧାନ,ସଞ୍ଜୁଲତା ମିଶ୍ର,ଅମିତା ଦାଶ,ସସ୍ମିତା ପାଣିଗ୍ରାହୀ,ପ୍ରଭାତୀ ତ୍ରିପାଠୀ,ପ୍ରଭାତୀ ଖଣ୍ଡା,ସନ୍ତୋଷିନୀ ସାହୁ ପ୍ରମୁଖ ସହଯୋଗ କରିଥିଲେ।

ଗାୟତ୍ରୀ ବିଦ୍ୟା ମନ୍ଦିର ରେ ସ୍ଵାଧୀନତା ଦିବସ ଉପଲକ୍ଷେ ବିଦ୍ୟାଳୟ ସ୍ତରୀୟ ପ୍ରତିଯୋଗୀତା
15/08/2024

ଗାୟତ୍ରୀ ବିଦ୍ୟା ମନ୍ଦିର ରେ ସ୍ଵାଧୀନତା ଦିବସ ଉପଲକ୍ଷେ ବିଦ୍ୟାଳୟ ସ୍ତରୀୟ ପ୍ରତିଯୋଗୀତା

08/08/2024
ଗାୟତ୍ରୀ ବିଦ୍ୟା ମନ୍ଦିର ରେ ଯୋଗ ଶିକ୍ଷା
24/02/2024

ଗାୟତ୍ରୀ ବିଦ୍ୟା ମନ୍ଦିର ରେ ଯୋଗ ଶିକ୍ଷା

30/01/2024
02/10/2023

ଗାୟତ୍ରୀ ବିଦ୍ୟା ମନ୍ଦିର ରେ ଗାନ୍ଧୀ ଜୟନ୍ତୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳନ ଅବସରରେ

ଗାୟତ୍ରୀ ବିଦ୍ୟା ମନ୍ଦିର ରେ ଗୁରୁ ଦିବସ ଉପଲକ୍ଷେ ଗୁରୁ ପୂଜନ
07/09/2023

ଗାୟତ୍ରୀ ବିଦ୍ୟା ମନ୍ଦିର ରେ ଗୁରୁ ଦିବସ ଉପଲକ୍ଷେ ଗୁରୁ ପୂଜନ

Address

At-Mashabari, P.O.-Kaibalyapur, Via-Odagaon, Dist-Nayagarh, Odisha

Website

Alerts

Be the first to know and let us send you an email when Gayatree Bidya Mandir,Mashabari posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

  • Want your school to be the top-listed School/college?

Share