Kalinga Lotus Central Academy, Ranpur, Nayagarh, Odisha

  • Home
  • Kalinga Lotus Central Academy, Ranpur, Nayagarh, Odisha

Kalinga Lotus Central Academy, Ranpur, Nayagarh, Odisha Ours is a school with English Medium CBSE pattern of study. This school is located at the heart of Ranpur City and at the bottom of the Maninaga hill.

This school is becoming more and more popular under the able guidance of Mr. Prananath Behura.

11/04/2026

CONTACT NOW FOR ADMISSION
9040127174, 9437463273

ଆସନ୍ତା 31 March 2022 ରୁ ନୂତନ ଶିକ୍ଷା ବର୍ଷ  2022-2023 ଆରମ୍ଭ ହେବାକୁ ଯାଉଛି | ଏଥି ନିମନ୍ତେ Play school, Nursery(+3 ବର୍ଷ) , LKG...
19/03/2022

ଆସନ୍ତା 31 March 2022 ରୁ ନୂତନ ଶିକ୍ଷା ବର୍ଷ 2022-2023 ଆରମ୍ଭ ହେବାକୁ ଯାଉଛି |
ଏଥି ନିମନ୍ତେ Play school, Nursery(+3 ବର୍ଷ) , LKG, UKG, Class 1 to class 9 ପାଇଁ ନାମ ଲେଖା ପକ୍ରିୟା ଚାଲୁଅଛି |
ତେଣୁ ଆପଣଙ୍କ ଛୁଆ ର ନାମ ଲେଖାଇବା ପାଇଁ ଶୀଘ୍ର ଯୋଗା ଯୋଗ କରନ୍ତୁ |
ଫୋନ ନମ୍ବର: 99381 47718, 9438181343, 8144061179

ଅଧିକ ତଥ୍ୟ ପାଇଁ ସ୍କୁଲ ଅଫିସ କୁ ଆସନ୍ତୁ (8 am - 11 am33) ବା ତଳେ ଦିଆଯାଇଥିବା ଲିଙ୍କ୍ ମାଧ୍ୟମରେ registration ଫର୍ମ ଟିକୁ ଫିଲ୍ କରିବେ ଯାହାଦ୍ୱାରା ସ୍କୁଲ କର୍ତ୍ତୃପକ୍ଷ ଆପଣଙ୍କୁ ଯୋଗାଯୋଗ କରିବାରେ ସକ୍ଷମ ହୋଇପାରିବେ|

(Play School , Nursery To Class 9)

04/03/2022

📌📌ନିମ୍ନଲିଖିତ ପଦଗୁଡିକ ପାଇଁ ନିଯୁକ୍ତି ବିଜ୍ଞାପନ📌📌

👉ଶିକ୍ଷକ, ଅଫିସ କର୍ମଚାରୀ ଓ ଚପରାସି(ପୁରୁଷ ପିଅନ)
👉ଦରଖାସ୍ତ ଆବେଦନର ଶେଷ ତାରିଖ ମାର୍ଚ 5/ 2022
👉ଦରଖାସ୍ତ ଆବେଦନ ପ୍ରକ୍ରିୟା : ଆପଣ CV ଟିର ସ୍ଫଟ ଫୋଟ ଉଠାଏ ତଳେ ଦିଆଯାଇଥିବା ନମ୍ବର ରେ WhatsApp କରନ୍ତୁ ବା ତଳେ ଦିଆଯାଇଥିବା ଅନଲାଇନ ଲିଙ୍କ୍ ମାଧ୍ୟମରେ recruitment form କୁ ପୂରଣ କରି CV ର ସ୍ପଟ ଫଟୋ ଉଠାଇ ଅପଲୋଡ କରିବାକୁ ପଡିବ |
https://forms.gle/zy1PbuxHbfr5mXmBA

👉ସିଲେକ୍ସନ ପ୍ରକ୍ରିୟା: written test , group discussions, demo class , personal interview.

Mail: [email protected]
WhatsApp no: 9040127174, 99381 47718

Create a new survey on your own or with others at the same time. Choose from a variety of survey types and analyze results in Google Forms. Free from Google.

ଶିକ୍ଷା ବର୍ଷ 2021-2022 ଓ 2022-2023 ନିମନ୍ତେ ନାମ ଲେଖା ବିଜ୍ଞାପନ |Play school, Nursery, LKG, UKG, Class 1 to class 9ଆସନ୍ତା 28...
23/02/2022

ଶିକ୍ଷା ବର୍ଷ 2021-2022 ଓ 2022-2023 ନିମନ୍ତେ ନାମ ଲେଖା ବିଜ୍ଞାପନ |
Play school, Nursery, LKG, UKG, Class 1 to class 9

ଆସନ୍ତା 28 March 2022 ରୁ ଶ୍ରେଣୀ ଗୃହ ଶିକ୍ଷା ଦାନ ପକ୍ରିୟା ପୁ୍ନଶ୍ଚ ଆରମ୍ଭ ହେବାକୁ ଯାଉଛି |

ତେଣୁ ଆପଣ ଛୁଆ ର ଉଜ୍ୱଳ ଭବିଷ୍ୟତ ଗଢିତୋଳିବା ପାଇଁ ଆସନ୍ତୁ ଉଭୟ ପ୍ରଚେଷ୍ଟା କରିବା |

ଅଧିକ ତଥ୍ୟ ପାଇଁ ସ୍କୁଲ ଅଫିସ କୁ ଆସନ୍ତୁ (10 am - 4 pm) ବା ତଳେ ଦିଆଯାଇଥିବା ଫୋନ ନମ୍ବର କୁ ଯୋଗାଯୋଗ କରନ୍ତୁ |

ଯଦି ତଳେ ଦିଆଯାଇଥିବା ଲିଙ୍କ୍ ମାଧ୍ୟମରେ registration ଫର୍ମ ଟିକୁ ଫିଲ୍ କରିବେ ତେବେ ସ୍କୁଲ କର୍ତ୍ତୃପକ୍ଷ ଆପଣଙ୍କୁ ଯୋଗାଯୋଗ କରିବେ |

https://forms.gle/EzEDWtViqDdhwY7YA

Offer/discounts on new admission only for limited period of time.

ଫୋନ ନମ୍ବର: 99381 47718, 9438181343, 8144061179

(Play School , Nursery To Class 9)

23/02/2022

📌📌ନିମ୍ନଲିଖିତ ପଦଗୁଡିକ ପାଇଁ ନିଯୁକ୍ତି ବିଜ୍ଞାପନ📌📌

👉ଶିକ୍ଷକ, ଅଫିସ କର୍ମଚାରୀ ଓ ଚପରାସି(ପୁରୁଷ ପିଅନ)
👉ଦରଖାସ୍ତ ଆବେଦନର ଶେଷ ତାରିଖ 06/03/ 2022
👉ଦରଖାସ୍ତ ଆବେଦନ ପ୍ରକ୍ରିୟା : ତଳେ ଦିଆଯାଇଥିବା ଅନଲାଇନ ଲିଙ୍କ୍ ମାଧ୍ୟମରେ recruitment form କୁ ପୂରଣ କରି CV ର ସ୍ପଟ ଫଟୋ ଉଠାଇ ଅପଲୋଡ କରିବାକୁ ପଡିବ |
https://forms.gle/zy1PbuxHbfr5mXmBA

👉ସିଲେକ୍ସନ ପ୍ରକ୍ରିୟା: written test , group discussions, demo class , personal interview.

Mail: [email protected]
WhatsApp no: 9040127174, 99381 47718

Create a new survey on your own or with others at the same time. Choose from a variety of survey types and analyze results in Google Forms. Free from Google.

22/07/2021

Starting from 25 July 2021

12/07/2021

କଲେଜ ଛାତ୍ର ଛାତ୍ରୀମାନେ ସବୁ ପ୍ରକାରର ପ୍ରବେଶିକା ପରୀକ୍ଷା ଗାଇଡ /ବହି ପାଇପାରିବେ|
Books/ guides available for all types Competitive examinations conducted by various exam bodies like UPSC, OPSC, OSSC, OSSSC,OSSTET, TGT, PGT, P. G entrances, NDA, CDS, etc.

💥 Revenue Inspector
💥 Police SI
💥 Junior Assistant
💥 ARI
💥 Amin
💥 Nursing Officer
💥 Pharmacist
💥 Radiographer
💥 Statitical Field Surveyer
💥 Jail Warder
💥 LIve-stock Inspector
💥 VAW
💥 HEW
Address :Kalinga Lotus Central Academy, Maninaga Sahi, Ranpur

Address

KL Vihar, Ranpur-Sunakhala Road, Ranpur, Nayagarh

752026

Telephone

+919438181343

Website

Alerts

Be the first to know and let us send you an email when Kalinga Lotus Central Academy, Ranpur, Nayagarh, Odisha posts news and promotions. Your email address will not be used for any other purpose, and you can unsubscribe at any time.

Contact The School

Send a message to Kalinga Lotus Central Academy, Ranpur, Nayagarh, Odisha:

Shortcuts

  • Want your school to be the top-listed School/college?

Share