ମହାବିଦ୍ୟାଳୟ ପରିସର ରେ ଏକ ସଫେଇ କାର୍ଯ୍ୟକ୍ରମ ।
P.M. Law College
Contact information, map and directions, contact form, opening hours, services, ratings, photos, videos and announcements from P.M. Law College, College & University, Keonjhargarh.
21/03/2021
ପ୍ରଭାସ ମଞ୍ଜରୀ ଆଇନ୍ ମହାବିଦ୍ୟାଳୟ ପରିସରରେ ଅଧକ୍ଷ ଡକ୍ଟର ଧନେଶ୍ଵର ଦାସ ସାର୍ ଙ୍କ ଅଧ୍ୟକ୍ଷତାରେ,ଏନ୍.ଏସ.ଏସ ଅଧିକାରୀ ଭାବଗ୍ରାହୀ ନାୟକ ସାର୍ ଙ୍କ ନେତୃତ୍ୱରେ,ନବୀନ ପ୍ରଧାନ ସାର୍ ଙ୍କ ଉପସ୍ଥିତି ରେ ଏବଂ ଆଇନ ର ଦ୍ଵିତୀୟ ବର୍ଷ ର ଛାତ୍ରଛାତ୍ରୀ ଅଂଶୁମାନ ଚକ୍ରବର୍ତ୍ତୀ, ଅତୁଲ ସୈାରଭ ସାହୁ,ଖିରାବ୍ଧି ତନୟା ପଟ୍ଟନାୟକ ,ଶପଥ ମହାନ୍ତି ,ସାଜନ୍ ମାରାଣ୍ଡି,ଅମରେଶ କୁମାର ବେହେରା ଙ୍କ ସହଯୋଗ ରେ ଏକ ଏନ୍.ଏସ.ଏସ କ୍ୟାମ୍ପ ର ଆୟୋଜନ ହେଇଛି।ଏହି କ୍ୟାମ୍ପ ଜରିଆରେ ମହାବିଦ୍ୟାଳୟ ପରିସର ରେ ଏକ ସଫେଇ କାର୍ଯ୍ୟକ୍ରମ ହୋଇଯାଇଅଛି।
20/03/2021
FRESHERS MEET ⚖
Click here to claim your Sponsored Listing.