Govt High School Jhumpura
🎓 ସରକାରୀ ଉଚ୍ଚ ବିଦ୍ୟାଳୟ, ଝୁମ୍ପୁରା
📍 ଝୁମ୍ପୁରା, କେନ୍ଦୁଝର , ଓଡିଶା
📚ଶିକ୍ଷା | ଶିଷ୍ଟାଚାର | ସଫଳତା
✨ ଆଜିର ଶିକ୍ଷା, ଆଗାମୀର ନେତୃତ୍ୱ
11/04/2026
ହୀରକ ଜୟନ୍ତୀ ମହୋତ୍ସବ ୨୦୨୬ 💎 ✨
୧୯୫୭ ମସିହାରୁ ଏକ ଗୌରବମୟ ଯାତ୍ରାର ସଫଳ ରୂପାୟନ 🎓
ସରକାରୀ ଉଚ୍ଚ ବିଦ୍ୟାଳୟ, ଝୁମ୍ପୁରା ଗର୍ବର ସହ ପାଳନ କରୁଛି ତାର ହୀରକ ଜୟନ୍ତୀ 🙌
ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଉଥିବା ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କୁ ସ୍ଵାଗତ କରିବା ପାଇଁ ଆମେ ଗୌରବାନ୍ୱିତ 🙏
📅 ୧୩ ଏପ୍ରିଲ ୨୦୨୬
📍 ସରକାରୀ ଉଚ୍ଚ ବିଦ୍ୟାଳୟ, ଝୁମ୍ପୁରା, କେନ୍ଦୁଝର
ଶିକ୍ଷା, ସଂସ୍କୃତି ଓ ସ୍ଵାଭିମାନର ଏକ ମହାମିଳନ 💫
ଏହି ଐତିହାସିକ ମୁହୂର୍ତ୍ତର ସାକ୍ଷୀ ହେବା ପାଇଁ ଆପଣଙ୍କୁ ନିମନ୍ତ୍ରଣ!
11/04/2026
✨ Diamond Jubilee Celebration 2026 💎✨
Govt. High School, Jhumpura celebrates its proud legacy with grandeur 🙌
Graced by our esteemed Chief Guest,
Hon’ble Chief Minister of Odisha – Sj Mohan Charan Majhi ji 🙏
📅 13th April 2026
📍 Govt High School, Jhumpura, Keonjhar
A memorable day filled with tradition, achievements & joyful celebrations 🌟
Join us to witness this remarkable milestone!
29/03/2026
Preparation Committee Meeting held at Jhumpura High School, successfully organized by the Diamond Jubilee Mahotsav Committee. Planning, coordination, and dedication come together to make this milestone celebration truly memorable.
29/03/2026
✨ Diamond Jubilee Mahotsav 2026 💎 ✨
Celebrating a glorious journey since 1957 🎓
Govt. High School, Jhumpura proudly marks its Diamond Jubilee 🙌
Honoured to welcome our Chief Guest,
Hon’ble Chief Minister of Odisha – Sj Mohan Charan Majhi ji 🙏
📅 13th April 2026
📍Govt High School , Jhumpura , Keonjhar
A grand celebration of education, culture & pride 💫
Be a part of this historic moment!
28/03/2026
🎓 ସରକାରୀ ଉଚ୍ଚ ବିଦ୍ୟାଳୟ , ଝୁମ୍ପୁରା
Click here to claim your Sponsored Listing.
Location
Category
Website
Address
Keonjhar
758031