All Odisha Un aided Teachers & Employees Association

All Odisha Un aided Teachers & Employees Association Contact information, map and directions, contact form, opening hours, services, ratings, photos, videos and announcements from All Odisha Un aided Teachers & Employees Association, Education Website, D. D. University Road , kendujhar, Kendujhar.

ଗରମ ଗୁଳୁଗୁଳି ର ପ୍ରକୋପ କୁ ଦୃଷ୍ଟିରେ ରଖି ଆଉ କିଛି ଦିନ ଛୁଟି ବଢେଇବା ନିମନ୍ତେ ସରକାରଙ୍କୁ ଅନୁରୋଧ କଲେ ossta ଶିକ୍ଷକ ସଂଘ।
15/06/2026

ଗରମ ଗୁଳୁଗୁଳି ର ପ୍ରକୋପ କୁ ଦୃଷ୍ଟିରେ ରଖି ଆଉ କିଛି ଦିନ ଛୁଟି ବଢେଇବା ନିମନ୍ତେ ସରକାରଙ୍କୁ ଅନୁରୋଧ କଲେ ossta ଶିକ୍ଷକ ସଂଘ।

ଶିକ୍ଷକ ମାନଙ୍କ ର ଦାବୀ ଗୁଡିକ ପୂରଣ ଦିଗରେ ସରକାରଙ୍କ କ। ଳ କ୍ଷେ ପ ଣ ନୀତି ----- ଏକ ବିହଂଗମ।ଲୋକନ--: ବିଗତ ଦିନରେ ହୋଇଥିବା ଧାରଣା, ଧର୍ମ...
11/06/2026

ଶିକ୍ଷକ ମାନଙ୍କ ର ଦାବୀ ଗୁଡିକ ପୂରଣ ଦିଗରେ ସରକାରଙ୍କ କ। ଳ କ୍ଷେ ପ ଣ ନୀତି ----- ଏକ ବିହଂଗମ।ଲୋକନ--: ବିଗତ ଦିନରେ ହୋଇଥିବା ଧାରଣା, ଧର୍ମଘଟ ତଥା ସେ ବାବଦ ରେ ସରକାରଙ୍କ ପ୍ରତିଶ୍ରୁତି ଇତ୍ୟାଦି କଥାକୁ ଏବେ ତର୍ଜମା କରିବାର ସମୟ ଆସିଯାଇଛି। ଡିସେମ୍ବର ୨୦୨୫ ରେ ଶିକ୍ଷକ/ଅଧ୍ୟାପକ ମିଳିତ ମଞ୍ଚ ର ଅହୋରାତ୍ର ଧାରଣା ଏଵଂ ଧର୍ମଘଟ ଦ୍ଵାରା ରାଜ୍ୟ ସରକାର ଏକ ପ୍ରକାର ବ୍ୟତିବ୍ୟସ୍ତ ଏଵଂ କିଂ କର୍ତ୍ତବ୍ୟବିମୁଢ଼ ହୋଇପଡ଼ିଥିଲେ। ସରକାରଙ୍କ ତରଫରୁ ଦିଆଯାଇଥିବା ପ୍ରତିଶୃତି ଏଵଂ ସେଥିପାଇଁ ନିୟୋଜିତ କମିଶନ ର କାର୍ଯ ଅବଧି କୁ ବର୍ତ୍ତମାନ ଛ ମାସ ପୂରଣ ହୋଇସାରିଛି। ଏହି ଛ ମାସ ମଧ୍ୟରେ ଅଶୋକ କୁମାର ତ୍ରିପାଠୀ କମିଶନ ଅନେକ ଗୁଡ଼ିଏ ଶିକ୍ଷକ ସଂଗଠନ କୁ ଡ଼ାକି ଭୁବନେଶ୍ୱର ଠାରେ ଆଲୋଚନା ଓ ପର୍ଯାଲୋଚନା କରିସାରିଛନ୍ତି। ଯେ ହେତୁ ସରକାରୀ ରାଜକୋଷରୁ ଅର୍ଥ ବ୍ୟୟକରି ଏହି କମିଶନ ର ସଦସ୍ୟ ମାନଙ୍କୁ ସାମୟିକ ଭାବେ ନିଯୁକ୍ତ କରାଯାଇଥିଲା, ଏହା ନିଃସନ୍ଦେହ ଯେ,ସେମାନେ ନିଶ୍ଚିତ ରୂପେ ସରକାରଙ୍କୁ କିଛି ନା କିଛି ରିପୋର୍ଟ ପ୍ରଦାନ କରିଥିବେ। ତେବେ କମିଶନ ପ୍ରଦତ୍ତ ରିପୋର୍ଟ କୁ ବର୍ତ୍ତମାନ କାର୍ଯକାରୀ କରିବା ପାଇଁ ସରକାରଙ୍କ ନିକଟରେ ସତ୍ ସାହସ ର ଆବଶ୍ୟକତା ଜରୁରୀ ହୋଇପଡିଛି। ମିଳିତ ମଞ୍ଚ ପକ୍ଷରୁ କରାଯାଇଥିବା ଦାବି ଗୁଡିକ ମଧ୍ୟରେ ଦୀର୍ଘ ବର୍ଷ ଧରି ବିନା ଦରମାରେ ଶିକ୍ଷାଦାନ କରୁଥିବା ଉଚ୍ଚବିଦ୍ୟାଳୟ/ମହାବିଦ୍ୟାଳୟ ର ଶିକ୍ଷକ, ଅଧ୍ୟାପକ ମାନଙ୍କ କଥା ହେଉ କିମ୍ବା ପେନସନ ପ୍ରସଂଗ ହେଉ ଏ ଦିଗ ରେ କମିଶନ ରିପୋର୍ଟ କୁ ପାଇଲା ପରେ ମଧ୍ୟ ସରକାର ହୁଏତ ଆଉ ଏକ ନୂଆ ବାହାନା ଯୋଗାଡ଼ କରିବା ପାଇଁ ପ୍ରସ୍ତୁତି ରେ ଥାଇପାରନ୍ତି। ଯେତେ ବେଳ ପର୍ଯ୍ୟନ୍ତ କୌଣସି ନିର୍ଦ୍ଧିଷ୍ଟ ଘୋଷଣା ନ ହୋଇଛି କଣ ଭରଷା କରିବେ ଏ ସରକାରଙ୍କୁ! ସବୁଠୁ ଭଲ ହେବ, ଯେଉଁ ଦିନ ସରକାର ତାଙ୍କର ଦ୍ଵିତୀୟ ବର୍ଷ ପୂର୍ତ୍ତି ଉତ୍ସବ ପାଳନ କରୁଛନ୍ତି, ଠିକ୍ ସେହି ଦିନହିଁ ପ୍ରତ୍ୟେକ ଜିଲ୍ଲା ରେ ଏକ ଜିଲ୍ଲା ସ୍ତରୀୟ ପ୍ରତିବାଦ ଦିବସ ଅୟୋଜନ କରାଯାଉ। ଶିକ୍ଷକ ମାନଙ୍କୁ ଦେଇଥିବା ପ୍ରତିଶୃତି ଏଵଂ ତାକୁ ପୂରଣ କରିବାରେ ସରକାରଙ୍କ ବିଫଳତା ଏହା ଅନ୍ତତଃ ସାରା ରାଜ୍ୟର ଜନ ସାଧାରଣ ଜାଣିବାର ସୁଯୋଗ ପାଇପାରିବେ। ଏହି ବିଫଳତାକୁ ସରକାର ତାଙ୍କ ରିପୋର୍ଟ କାର୍ଡ ରେ ମଧ୍ୟ ପ୍ରଦର୍ଶିତ କରନ୍ତୁ ବୋଲି ଆମେ ଅଣ ଅନୁଦାନ ପ୍ରାପ୍ତ ଉଚ୍ଚବିଦ୍ୟାଳୟ ର ଶିକ୍ଷକ/କର୍ମଚାରୀ ମାନଙ୍କ ତରଫରୁ ଆହ୍ବାନ କରୁଛୁ।

The OSEPA has instructed to celebrate the International Yoga Day 26 in all educational institutions of the state as a gr...
11/06/2026

The OSEPA has instructed to celebrate the International Yoga Day 26 in all educational institutions of the state as a grand celebration.

27/05/2026

30 days countdown program for International Yoga Day 26 by Aryabhumi Training Institute, Kendujhar, Odisha.

Shout out to my newest followers! Excited to have you onboard! Arjun Pradhan, Anirudha Behera, Sumanta Kumar Samal, Mada...
13/05/2026

Shout out to my newest followers! Excited to have you onboard! Arjun Pradhan, Anirudha Behera, Sumanta Kumar Samal, Madan Mohan Pradhan, Pitambar Nayak, Shyamghan Bhutia, Satyapira Nayak, Taranikanta Nayak, Jagadish Nial, Shiba Kumbhar, Sushil Kumar Tiria Sushil

ଏକ ପ୍ରେସ ବିବୃତି ମାଧ୍ୟମ ରେ ରାଜ୍ୟ ସରକାରଙ୍କୁ ଦାବୀ ଜଣାଇଲେ ଓଷ୍ଟା ର ରାଜ୍ୟ ସମ୍ପାଦକ ଶ୍ରୀଯୁକ୍ତ ରଞ୍ଜନ ଦାସ ମହୋଦୟ କି "୨୦୧୩ ସୁଦ୍ଧା ଯୋ...
09/05/2026

ଏକ ପ୍ରେସ ବିବୃତି ମାଧ୍ୟମ ରେ ରାଜ୍ୟ ସରକାରଙ୍କୁ ଦାବୀ ଜଣାଇଲେ ଓଷ୍ଟା ର ରାଜ୍ୟ ସମ୍ପାଦକ ଶ୍ରୀଯୁକ୍ତ ରଞ୍ଜନ ଦାସ ମହୋଦୟ କି "୨୦୧୩ ସୁଦ୍ଧା ଯୋଗ୍ୟତା ଅର୍ଜନ କରିଥିବା ଉଚ୍ଚ ବିଦ୍ୟାଳୟ ଗୁଡିକୁ ସରକାରୀ ଅନୁଦାନ ପ୍ରଦାନ କରାଯାଉ !!! " । ତେବେ ଏଇଠି ପ୍ରଶ୍ନ ଆସୁଛି ଖାଲି ୨୦୧୩ ନୁହଁ ୨୦୧୪ ମସିହା ଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ଯ ଆହୁରି ୫୦/୬୦ ବିଦ୍ୟାଳୟ ଅଛନ୍ତି ଯେଉଁ ମାନେ କି ଅନୁଦାନ ପାଇବାପାଇଁ ସମସ୍ତ ଯୋଗ୍ୟତା ବହନ କରୁଛନ୍ତି ମାତ୍ର ତାଙ୍କ କଥା ଉତଥାପନ କରିବାରେ ଏତେ କାର୍ପଣ୍ୟ କାହିଁକି? କେଉଁ ବାଧ୍ୟ ବ।ଧକତ। କାରଣରୁ ଏମାନଙ୍କ କଥା କହିବାକୁ ଭୁଲି ଯାଉଛନ୍ତି? ସେ ବୋଧେ ଭୁଲି ଯାଉଛନ୍ତି ୨୦୧୭ ଏଲିଗିବଲ ବିଦ୍ୟାଳୟର ଜଣେ ପ୍ରଧାନ ଶିକ୍ଷକ ବର୍ତ୍ତମାନ ସମୟରେ ossta ର ବ୍ଲକ ସଭାପତି ଭାବେ ସକ୍ରିୟ ଦାୟିତ୍ଵ ନିର୍ବାହ କରି ଆସୁଛନ୍ତି। ଏଣୁ, ମାନନୀୟ ସମ୍ପାଦକ ମହୋଦୟଙ୍କୁ ଆମର ନିବେଦନ, ସରକାର ଯେତେବେଳ ସମସ୍ତ ବିଦ୍ୟାଳୟ ଗୁଡିକୁ ଅନୁଦାନ ଦେବାପାଇଁ ପ୍ରସ୍ତୁତ ହେଇଛନ୍ତି ଆପଣ ମଧ୍ଯ ସମସ୍ତ ଅନୁଦାନ ଯୋଗ୍ୟ ବିଦ୍ୟାଳୟ ମାନଙ୍କ ପାଇଁ ଅନୁଦାନ ପ୍ରଦାନ ର ଦୃଢ଼ ଦାବୀ ଉପସ୍ଥାପନ କରନ୍ତୁ। ବଚନେ କିମ୍ ଦାରିଦ୍ର୍ୟତା???

ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା କେନ୍ଦୁଝର ରେ ପରୀକ୍ଷା ଫଳ ସବୁଠାରୁ ନୈରାଶ୍ୟଜନକ ----
07/05/2026

ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା କେନ୍ଦୁଝର ରେ ପରୀକ୍ଷା ଫଳ ସବୁଠାରୁ ନୈରାଶ୍ୟଜନକ ----

ଜନଗଣନା କାର୍ଯ୍ୟ ରେ ଯୋଗ ଦେବା ଏକ ସାମ୍ବିଧାନିକ ଦାୟିତ୍ଵ ଏଵଂ କର୍ତ୍ତବ୍ୟ ଅଟେ। ଜନଗଣନ। ଅଧିନିୟମ --୧୯୪୮ ଅନୁଯାୟୀ ଏହି ସାମ୍ବିଧାନିକ ଦାୟିତ...
07/05/2026

ଜନଗଣନା କାର୍ଯ୍ୟ ରେ ଯୋଗ ଦେବା ଏକ ସାମ୍ବିଧାନିକ ଦାୟିତ୍ଵ ଏଵଂ କର୍ତ୍ତବ୍ୟ ଅଟେ। ଜନଗଣନ। ଅଧିନିୟମ --୧୯୪୮ ଅନୁଯାୟୀ ଏହି ସାମ୍ବିଧାନିକ ଦାୟିତ୍ଵ କୁ ନିର୍ବାହ କରିବା ପ୍ରତ୍ୟେକ ନାଗରିକଙ୍କର ମୌଳିକ କର୍ତ୍ତବ୍ୟ ଅଟେ।

03/05/2026

Address

D. D. University Road , Kendujhar
Kendujhar
758001

Website

Alerts

Be the first to know and let us send you an email when All Odisha Un aided Teachers & Employees Association posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share