Manoranjan

Manoranjan Jay Jagannath

ସକାଳ ଖାଦ୍ୟ କଣ ପସନ୍ଦ 😋🤤😋😋😋🤤
08/06/2026

ସକାଳ ଖାଦ୍ୟ କଣ ପସନ୍ଦ 😋🤤😋😋😋🤤

କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ଅଞ୍ଚଳରେ ଚାଞ୍ଚଲ୍ୟକର ଘଟଣା । ଦିନ ଦ୍ୱିପ୍ରହରରେ ଡେରାବିଶ କଲେଜ ସମ୍ମୁଖରେ ଜଣେ ଯୁବକ ଖୋଲାଖୋଲି ଖଣ୍ଡା ବୁଲା...
06/06/2026

କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ଅଞ୍ଚଳରେ ଚାଞ୍ଚଲ୍ୟକର ଘଟଣା । ଦିନ ଦ୍ୱିପ୍ରହରରେ ଡେରାବିଶ କଲେଜ ସମ୍ମୁଖରେ ଜଣେ ଯୁବକ ଖୋଲାଖୋଲି ଖଣ୍ଡା ବୁଲାଇ ଆତଙ୍କ ସୃଷ୍ଟି କରିଛି । ଯୁବକ ଜଣକ ଜଣେ ଯୁବତୀଙ୍କ ବେକ ପାଖରେ ମାରଣାସ୍ତ୍ର ଲଗାଇ ତାଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଉଥିବା ଦେଖିବାକୁ ମିଳିଛି ।

ଓଡିଶା ବାସୀ ଆପଣଙ୍କ ମତାମତ କମେଣ୍ଟ ରେ ରଖନ୍ତୁ 👇
06/06/2026

ଓଡିଶା ବାସୀ ଆପଣଙ୍କ ମତାମତ କମେଣ୍ଟ ରେ ରଖନ୍ତୁ 👇

06/06/2026

ମୋତେ କେତେ ଭଲ ପାଆନ୍ତି ଆପଣ ମାନେ

କାଗଜ ନୋଟ୍ ବଦଳରେ ଆସିବ ପ୍ଲାଷ୍ଟିକ୍ ନୋଟ୍ !  ଆପଣଙ୍କ ମତାମତ କଣ କୁହନ୍ତୁ ?
06/06/2026

କାଗଜ ନୋଟ୍ ବଦଳରେ ଆସିବ ପ୍ଲାଷ୍ଟିକ୍ ନୋଟ୍ ! ଆପଣଙ୍କ ମତାମତ କଣ କୁହନ୍ତୁ ?

କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ଅଫିସରୁ ଝୁଲନ୍ତା ମୃତଦେହ ଉଦ୍ଧାର। Aସିଡ଼ି ବାଡ଼ାରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କଲା ପୋଲିସ୍। ବେକରେ ଗାମୁ...
05/06/2026

କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ଅଫିସରୁ ଝୁଲନ୍ତା ମୃତଦେହ ଉଦ୍ଧାର। Aସିଡ଼ି ବାଡ଼ାରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କଲା ପୋଲିସ୍। ବେକରେ ଗାମୁଛା ବାନ୍ଧି ଝୁଲି ପଡ଼ିଛନ୍ତି ଯୁବକ, କାରଣ ଅସ୍ପଷ୍ଟ। ମୃତଦେହକୁ ଏବେ Post Mortem Medical ପଠାା ଯାଇଛି

ଆଜିର ଅନୁଚିନ୍ତା ❤️
05/06/2026

ଆଜିର ଅନୁଚିନ୍ତା ❤️

ଆଜିର ଅନୁଚିନ୍ତା ❤️😍❤️ ଜୟ ଜଗନ୍ନାଥ
05/06/2026

ଆଜିର ଅନୁଚିନ୍ତା ❤️😍❤️ ଜୟ ଜଗନ୍ନାଥ

ଆପଣ ମାନେ ଖୁସି ତ ❤️ ତାହାଲେ ମୋତେ ଆଶ୍ରିବାଦ କରନ୍ତୁ 😍🥰❤️
04/05/2026

ଆପଣ ମାନେ ଖୁସି ତ ❤️ ତାହାଲେ ମୋତେ ଆଶ୍ରିବାଦ କରନ୍ତୁ 😍🥰❤️

30/04/2026

Mo Sindurara Adhikara | Odia Serial |

Address

Dist/Kendrapara/
Kendrapara

Website

Alerts

Be the first to know and let us send you an email when Manoranjan posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share

Category