bibhutibhusan866

bibhutibhusan866 Contact information, map and directions, contact form, opening hours, services, ratings, photos, videos and announcements from bibhutibhusan866, Education, Kendrapara.

18/02/2026

Jay Jagannath ⭕‼️⭕👏

07/05/2025
10/12/2024
ଅହର୍ନିଶଂ ମେ ତବପାଦପଦ୍ମାନ୍ନାପୈତୁ ମତପ୍ରାର୍ଥିତମେଦେବ ।ତ୍ଵାଂ ସଚ୍ଚିଦାନନ୍ଦସୁପୂର୍ଣ୍ଣସିନ୍ଧୁଂ ପ୍ରାପ୍ତାସ୍ତୁ ଯେ ଜନ୍ମ ସହସ୍ରାଭାଗୈଃ ।କିଂ...
22/06/2024

ଅହର୍ନିଶଂ ମେ ତବପାଦପଦ୍ମାନ୍ନାପୈତୁ ମତପ୍ରାର୍ଥିତମେଦେବ ।
ତ୍ଵାଂ ସଚ୍ଚିଦାନନ୍ଦସୁପୂର୍ଣ୍ଣସିନ୍ଧୁଂ ପ୍ରାପ୍ତାସ୍ତୁ ଯେ ଜନ୍ମ ସହସ୍ରାଭାଗୈଃ ।
କିଂ ତେ ହି ପଶ୍ୟନ୍ତି ଲବୈକସୌଖ୍ୟମନେକଦୁଃଖଂ ବିଷୟେନ୍ଦ୍ରକାଲମ୍।

"ହେ ମହାପ୍ରଭୁ..! ଆପଣ ଙ୍କ ଅଭୟ ପାଦପଦ୍ମ ରେ ମୋର ଏହି ପାପୀୟସୀ ବୁଦ୍ଧି ସର୍ବଦା ଯେପରି ଲୀନ ରହୁ ଏବଂ କେବେହେଲେ ତହିଁରୁ ବିଚ୍ୟୁତ ନହେଉ, ଏତିକି ମାତ୍ର ମୋର ଅନ୍ତିମ ପ୍ରାର୍ଥନା । ଯେଉଁମାନେ ସହସ୍ର ଜନ୍ମ ସଞ୍ଚିତ ସୌଭାଗ୍ୟ ବଳରେ ସଚ୍ଚିଦାନନ୍ଦ ସାଗରରୂପୀ ଆପଣ ଙ୍କୁ ପ୍ରାପ୍ତ କରି ଅଛନ୍ତି, ସେମାନେ ସାମାନ୍ୟ ସୁଖଯୁକ୍ତ କେବଳ ଦୁଃଖମୟ ବିଷରୂପ ଇନ୍ଦ୍ରଜାଲ ଦିଗରେ ଦୃଷ୍ଟିପାତ କରନ୍ତି ନାହିଁ ।" 🙏🙏🙏

ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ମହାପ୍ରଭୁଙ୍କ ଅଭୟ ଚରଣାରବିନ୍ଦରେ ଅନନ୍ତ କୋଟି ଦଣ୍ଡବତ ପ୍ରଣାମ 👏🏻👏🏻⭕‼️⭕👏🏻।

.     *🕉️ 🪷 🕉️ ଭାଗବତ କଥା 🕉️ 🪷 🕉️* ➖➖➖➖➖➖➖➖➖➖➖➖*🎪 ଶ୍ରୀକୃଷ୍ଣଙ୍କଠାରେ ମନ ଲାଗିଯିବା ସାଧନାର ସିଦ୍ଧି ଅଟେ, କିନ୍ତୁ ସାଧନା ଆରମ୍ଭ କରୁ ...
14/09/2023

. *🕉️ 🪷 🕉️ ଭାଗବତ କଥା 🕉️ 🪷 🕉️*
➖➖➖➖➖➖➖➖➖➖➖➖

*🎪 ଶ୍ରୀକୃଷ୍ଣଙ୍କଠାରେ ମନ ଲାଗିଯିବା ସାଧନାର ସିଦ୍ଧି ଅଟେ, କିନ୍ତୁ ସାଧନା ଆରମ୍ଭ କରୁ କରୁ ଆମେ ସିଦ୍ଧିର ଆଶା କରିପାରିବା ନାହିଁ । ତେଣୁ ଯେଉଁମାନେ ଭଗବାନଙ୍କଠାରେ ମନକୁ ପୂର୍ଣ୍ଣତଃ ସ୍ଥିର କରିପାରି ନାହାଁନ୍ତି, ସେମାନେ କ’ଣ କରିବେ? ଶ୍ରୀକୃଷ୍ଣ ଏଠାରେ କହୁଛନ୍ତି, ସେମାନେ ଭକ୍ତିର ସହିତ ତାଙ୍କର ସ୍ମରଣ କରିବା ଦିଗରେ ଚେଷ୍ଟାରତ ରହିବା ଉଚିତ । ଯେପରି କଥାରେ ଅଛି, “ଅଭ୍ୟାସ ଦ୍ୱାରା ପୂର୍ଣ୍ଣତା ପ୍ରାପ୍ତ ହୋଇଥାଏ ।” ଏହାକୁ ଅଭ୍ୟାସ ଯୋଗ କୁହାଯାଏ ବା “ବାରମ୍ବାର ଅଭ୍ୟାସ ଦ୍ୱାରା ଭଗବାନଙ୍କ ସହ ଯୋଗ ପ୍ରାପ୍ତି ।” ଯେତେବେଳେ ବି ମନ ଅନ୍ୟ କୌଣସି ବସ୍ତୁ ବା ଘଟଣା ପାଖକୁ ଚାଲିଯାଏ, ସାଧକ ଭଗବାନଙ୍କର ନାମ, ରୂପ, ଲୀଳା ଗୁଣ, ଧାମ ଓ ପରିକର ଆଦିଙ୍କୁ ମନେ ପକାଇ, ମନକୁ ଭଗବାନଙ୍କ ପାଖକୁ ଫେରାଇ ଆଣିବାକୁ ଚେଷ୍ଟା କରିବା ଉଚିତ।*

*🙏🕉️ ନମଃ ଭଗବତେ ବାସୁଦେବାୟ 🕉️🙏*

Address

Kendrapara
754211

Website

Alerts

Be the first to know and let us send you an email when bibhutibhusan866 posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share

Category