MatricBatchmates95 Alumni

MatricBatchmates95 Alumni Gunupur Foundation wants to Nurture the needy young minds and inspire tomorrow’s human beings

01/04/2022
ସହୀଦ ଲକ୍ଷ୍ମଣ ନାୟକଙ୍କ ଜୟନ୍ତୀ ଅବସରରେ ଗୁଣପୁର ଫାଉଣ୍ଡେସନ ର କର୍ମକର୍ତ୍ତାଙ୍କ ସମେତ ଅନୁଷ୍ଠାନ ର ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ଙ୍କ ଦ...
22/11/2021

ସହୀଦ ଲକ୍ଷ୍ମଣ ନାୟକଙ୍କ ଜୟନ୍ତୀ ଅବସରରେ ଗୁଣପୁର ଫାଉଣ୍ଡେସନ ର କର୍ମକର୍ତ୍ତାଙ୍କ ସମେତ ଅନୁଷ୍ଠାନ ର ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ଙ୍କ ଦ୍ଵାରା ପୁଷ୍ପମାଲ୍ଯ ଦେଇ କରି ଗଭୀର ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇଛି।

ଗୁଣୁପୁର ସରକାରୀ ଶତାୟୁ ହାଇସ୍କୁଲ ର ଅବସରପ୍ରାପ୍ତ ଶିକ୍ଷକ ଶ୍ରୀ ନରସିଂହ ମିଶ୍ର (୮୨) ଙ୍କର ଏବେ ଏବେ ଦେହାନ୍ତ ହୋଇଯାଇଛି । ସେ କିଛିବର୍ଷ ଧର...
21/10/2021

ଗୁଣୁପୁର ସରକାରୀ ଶତାୟୁ ହାଇସ୍କୁଲ ର ଅବସରପ୍ରାପ୍ତ ଶିକ୍ଷକ ଶ୍ରୀ ନରସିଂହ ମିଶ୍ର (୮୨) ଙ୍କର ଏବେ ଏବେ ଦେହାନ୍ତ ହୋଇଯାଇଛି । ସେ କିଛିବର୍ଷ ଧରି ରୋଗାକ୍ରାନ୍ତ ହୋଇ ଘରେ ଚିକିତ୍ସିତ ହେଉଥିଲେ। ଜଣେ ଛାତ୍ର ବତ୍ସଳ ଶିକ୍ଷକ ଓ ମେଳାପୀ ମଣିଷ ଭାବେ ସବୁରି ମହଲରେ ଜଣାଶୁଣା ଥିଲେ। ତାଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିବା ସହ ତାଙ୍କ ଅମର ଆତ୍ମାର ସଦଗତି କାମନା କରୁଛୁ.....

ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମତିଥି ଉପଲକ୍ଷେ ଗୁଣୁପୁର ଫାଉଣ୍ଡେସନ ତରଫରୁ ସ୍ଥାନୀୟ ସରକାରୀ ଶତାୟୁ ହାଇସ୍କୁଲ ପରିଶରରେ ଥିବା ଗୋପବନ୍ଧୁ ଙ୍...
09/10/2021

ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମତିଥି ଉପଲକ୍ଷେ ଗୁଣୁପୁର ଫାଉଣ୍ଡେସନ ତରଫରୁ ସ୍ଥାନୀୟ ସରକାରୀ ଶତାୟୁ ହାଇସ୍କୁଲ ପରିଶରରେ ଥିବା ଗୋପବନ୍ଧୁ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ଯାର୍ପଣ କରାଗଲା । ଏଥିରେ ଗୁଣୁପୁର ଫାଉଣ୍ଡେସନ ର ସାଧାରଣ ସମ୍ପାଦକ ରଂଜିତ ପାଢି, ଡାଇରେକଟର ଅନିଲ ସାହୁକାର ଓ କୃଷ୍ଣ ଚରଣ ଦାସ ମହାନ୍ତି, ଟ୍ରେଜେରାର ଶିବ ପୂଜାରୀ, ଶ୍ରୀନୁ , କଲ୍ୟାଣ କୋରା, ୟୁଗନ୍ଧର ମୋନୀଙ୍ଗି, କୈଳାଶ ମହାନ୍ତି ଏବଂ ସରକାରୀ ଶତାୟୁ ହାଇସ୍କୁଲର ଶିକ୍ଷକ ଓ ଶିକ୍ଷୟିତ୍ରୀ ଗଣ ଉପସ୍ଥିତ ଥିଲେ ।

05/09/2021
15/07/2021

Add save bansadhara protest Frame to Your Facebook Profile Picture
1) Click on your existing profile picture in your mobile
2) Click the Update Profile Picture button
3) Select Add Frame
4) Search for frame "bansadhara4" to see what it will look like on your profile picture
5) When you're happy with your frame, click Use as Profile Picture.

Recognitions are part of journey for those who never bother about it and do what is required to change the society. Such...
04/03/2021

Recognitions are part of journey for those who never bother about it and do what is required to change the society. Such people are always people driven and are concerned about the larger interest of public. One such person is my friend Ranjit Padhy who always is above petty things and thinks about bigger issues of Gunupur . My hearty congratulations to him for being recognised by the "Dakhina Odisha Sahitya Sammilani" for the services rendered for the society as a responsible journalist, social services and for conducting various cultural events successfully. Mr Ranjit Padhy was felicitated by Sri Prasanna Pathasani, Senior Vice President of BJD, Sri Dandapani Mohapatra, General secretary, Dakhina Odisha Sahitya Sammilani.

ଗୁଣୁପୁର ଫାଉଣ୍ଡେସନ ପକ୍ଷରୁ ଚଳିତ ବର୍ଷ ୧୯୯୫  ମସିହା ପୁରାତନ ବିଦ୍ୟାର୍ଥୀ ମାନଙ୍କ ବନ୍ଧୁ ମିଳନ ବଦଳରେ ଆମକୁ ଛାଡି ଚାଲି ଯାଇଥିବା ଅବିଭାବକ,...
30/12/2020

ଗୁଣୁପୁର ଫାଉଣ୍ଡେସନ ପକ୍ଷରୁ ଚଳିତ ବର୍ଷ ୧୯୯୫ ମସିହା ପୁରାତନ ବିଦ୍ୟାର୍ଥୀ ମାନଙ୍କ ବନ୍ଧୁ ମିଳନ ବଦଳରେ ଆମକୁ ଛାଡି ଚାଲି ଯାଇଥିବା ଅବିଭାବକ, ଗୁରୁ ଓ ଗୁରୁ ମା ମାନଙ୍କ ଉଦେଶ୍ୟରେ ଏକ ଶ୍ରଦ୍ଧାଞ୍ଜଳି ସଭା ଆୟୋଜନ କରାଯାଉଛି। ଆଜି ସନ୍ଧ୍ୟା ୭ଟା ରେ ସ୍ଥାନିୟ ଭେଙ୍କେଟେଶ୍ବର ମନ୍ଦିରରେ ଏହି କାର୍ଯ୍ୟକ୍ରମ ପୁରାତନ ବିଦ୍ୟାର୍ଥୀ ମାନଙ୍କ ଗହଣରେ ଅନୁଷ୍ଠିତ ହବ।

Address

Gunupur

Alerts

Be the first to know and let us send you an email when MatricBatchmates95 Alumni posts news and promotions. Your email address will not be used for any other purpose, and you can unsubscribe at any time.

Contact The School

Send a message to MatricBatchmates95 Alumni:

Shortcuts

Share