09/08/2025
ରାକ୍ଷୀ ହେଉଛି ବିଶ୍ୱାସ ଆଉ ଭରସାର ମୂକସାକ୍ଷୀ । ସ୍ନେହ ଓ ମମତାର ସମ୍ପର୍କର ଡୋରି । ସୁଖ ଦୁଃଖ ବିପଦ ଆପଦର ସୁରକ୍ଷା କବଚ । ଭଉଣୀର ଖୁସୀ ହିଁ ଭାଈର ଖୁସୀ ।
ପବିତ୍ର ରକ୍ଷା ବନ୍ଧନ ,ବଳଭଦ୍ର ଜନ୍ମ ଓ ଗହ୍ମା ପୂର୍ଣ୍ଣିମା ଅବସରରେ ସମସ୍ତ ଭାଇ ଭଉଣୀମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ।