ଶିକ୍ଷା ଓ କ୍ରୀଡା ମଞ୍ଚ

  • Home
  • India
  • Boudh
  • ଶିକ୍ଷା ଓ କ୍ରୀଡା ମଞ୍ଚ

ଶିକ୍ଷା ଓ କ୍ରୀଡା ମଞ୍ଚ Contact information, map and directions, contact form, opening hours, services, ratings, photos, videos and announcements from ଶିକ୍ଷା ଓ କ୍ରୀଡା ମଞ୍ଚ, Boudh.

📚🏆
“ଶିକ୍ଷା ଓ କ୍ରୀଡା ମଞ୍ଚ”
ସ୍କୁଲର ଶିକ୍ଷା, କ୍ରୀଡା, ସଂସ୍କୃତିକ କାର୍ଯ୍ୟକ୍ରମ, Science Exhibition, Annual Sports, Talent ଓ ଛାତ୍ରଛାତ୍ରୀଙ୍କ ସୃଜନଶୀଳ ପ୍ରତିଭାର ଏକ ସୁନ୍ଦର ମଞ୍ଚ। ✨

ଆସନ୍ତୁ ଏବଂ ଆମ ସହ ଯୋଡି ହୁଅନ୍ତୁ 🙏
25/05/2026

ଆସନ୍ତୁ ଏବଂ ଆମ ସହ ଯୋଡି ହୁଅନ୍ତୁ 🙏

ନୂଆ ଟ୍ରାନ୍ସଫର ନିୟମ 2026
25/05/2026

ନୂଆ ଟ୍ରାନ୍ସଫର ନିୟମ 2026

25/05/2026
ଆଜି ପ୍ରଥମ ଜ଼ିଲ୍ଲା ସ୍ତରୀୟ ସ୍ଲିଙ୍ଗଶଟ ପ୍ରତିଯୋଗିତା  ଗୌରୀଶଙ୍କର ବିଦ୍ୟାଳୟ ଠାରେ  ଅନୁଷ୍ଠିତ ହୋଇ ଯାଇଛି. ବୌଦ୍ଧ ଜ଼ିଲ୍ଲା ସ୍ଲିଙ୍ଗଶଟ ସଂଘ...
25/05/2026

ଆଜି ପ୍ରଥମ ଜ଼ିଲ୍ଲା ସ୍ତରୀୟ ସ୍ଲିଙ୍ଗଶଟ ପ୍ରତିଯୋଗିତା ଗୌରୀଶଙ୍କର ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇ ଯାଇଛି. ବୌଦ୍ଧ ଜ଼ିଲ୍ଲା ସ୍ଲିଙ୍ଗଶଟ ସଂଘ ର ସଭାପତି ଶ୍ରୀଯୁକ୍ତ ଏଲ. ରାଜକିଶୋର ରାଓ ସଭାପତିତ୍ୱ କରିଥିଲେ. ମୁଖ୍ୟ ଅତିଥି ଭାବେ ଶ୍ରୀଯୁକ୍ତ ସୁବାସ ଚନ୍ଦ୍ର ମହାକୁଡ଼, ସମ୍ମାନିତ ଅତିଥି ଶ୍ରୀଯୁକ୍ତ ସତ୍ୟଜିତ ପଣ୍ଡା ଏବଂ ଶ୍ରୀଯୁକ୍ତ ଲମ୍ବୋଦର ପୁରୋହିତ ଯୋଗ ଦେଇଥିଲେ. ସଂଘର ସମ୍ପାଦକ ଶ୍ରୀଯୁକ୍ତ କୃଷ୍ଣ ଚନ୍ଦ୍ର ସେଠୀ ଉକ୍ତ କ୍ରୀଡାର ବିବରଣୀ ବର୍ଣନା କରିଥିଲେ. ଶ୍ରୀଯୁକ୍ତ ସପନ କୁମାର ମିଶ୍ର, ରାଜ୍ୟ ସ୍ଲିଙ୍ଗଶଟ ସମ୍ପାଦକ ଏବଂ ଶ୍ରୀଯୁକ୍ତ ଦୀପକ କୁମାର ସାମନ୍ତରାୟ ରାଜ୍ୟ ସଂଘ ର ଉପଦେଷ୍ଟା ଯୋଗ ଦେଇ ତାଲିମ ପ୍ରଦାନ କରିଥିଲେ. ଅଧ୍ୟାପକ ଡ. ବ୍ରହ୍ମାନନ୍ଦ ନାୟକ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ଶିକ୍ଷାର୍ଥୀ ମାନଙ୍କୁ ଶାରୀରିକ ଶିକ୍ଷା ଉପରେ ଆଲୋକପାତ କରିଥିଲେ. ଉକ୍ତ ତାଲିମ କେନ୍ଦ୍ର ରେ ମୋଟ ପୁଅ ଝିଅ ମିଶି ୫୭ ଜଣ ତାଲିମ ନେଇଥିଲେ. ସଂଘ ର କୋଷାଧକ୍ଷ ଶ୍ରୀଯୁକ୍ତ ଦଶରଥ ଭୋଇ ମେସିନ ଅପେରଟ କରିଥିବା ବେଳେ ସଂଘ ର ସହ ସମ୍ପାଦକ ପୃଥ୍ୱୀରାଜ ପ୍ରଧାନ ଏବଂ ସଭ୍ୟ ଶ୍ରୀମାନ ପୂର୍ଣ୍ଣ ଚନ୍ଦ୍ର ତ୍ରିପାଠୀ, ଶିକ୍ଷକ ଶ୍ରୀଯୁକ୍ତ ଅବନୀ ମୋହନ ପ୍ରଧାନ, ରମେଶ ଚନ୍ଦ୍ର ଦାସ,ଗୌରୀଶଙ୍କର ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ଼ କର୍ମଚାରୀ ସହଯୋଗ କରିଥିଲେ. ବୌଦ୍ଧ ଡି. ପି. ଇ. ଓ ଶ୍ରୀଯୁକ୍ତ ଆନନ୍ଦ କୁମାର ବେହେରା ଓ ଉପସ୍ଥିତ ଅତିଥି ମାନଙ୍କ ଦ୍ଵାରା ଶିକ୍ଷାର୍ଥୀ ମାନପତ୍ର ଗ୍ରହଣ କରିଥିଲେ. କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିଲେ ଶିକ୍ଷକ ନବ କିଶୋର ଦୀପ ଓ ସଙ୍ଘ ର ଉପସଭାପତି ଶ୍ରୀଯୁକ୍ତ ସୁଧୀର ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ.

Kridangan class 10
21/12/2025

Kridangan class 10

From Govt. High school ,Purunakatak 6 boys and 4 girls selected for under 17 district level football tournament. which w...
02/10/2022

From Govt. High school ,Purunakatak 6 boys and 4 girls selected for under 17 district level football tournament. which will be held from oct 12 to oct 17.2022.....

today Govt. H.S Purunakatak got 1st Prize on dist. level school band competition held on dist. museum ,Boudh.

29/08/2022

Address

Boudh

Telephone

+18658129969

Website

Alerts

Be the first to know and let us send you an email when ଶିକ୍ଷା ଓ କ୍ରୀଡା ମଞ୍ଚ posts news and promotions. Your email address will not be used for any other purpose, and you can unsubscribe at any time.

Contact The School

Send a message to ଶିକ୍ଷା ଓ କ୍ରୀଡା ମଞ୍ଚ:

Shortcuts

Share