01/12/2025
Odisha Sanskrit Students Association
When we will concerted all students and teachers then sanskrit language will be development.
01/12/2025
Vishakhapatnam Sea Beach
26/07/2025
ସରକାର ପାଗଳ ହେଇ ଗଲେଣି
26/09/2024
ଆଗକୁ ଜୋରଦାର୍ ଆନ୍ଦୋଳନ କରିବା ସହ
ଆଗାମୀ ପଞ୍ଚାୟତ ନିର୍ବାଚନରେ ସପରିବାର ଭୋଟ୍ ବର୍ଜନ କରାଯିବ।
ଆପଣ ମାନେ ରେଡି ତ ???
..
..
ବିଦ୍ଯାଳୟର ସମସ୍ତ କାର୍ଯ୍ୟ କରିବାରେ ସଂସ୍କୃତ ଓ ହିନ୍ଦୀ ଶିକ୍ଷକ ଶିକ୍ଷୟିତ୍ରୀ କମ୍ ନୁହଁନ୍ତି। Digital କାମଠାରୁ ଆରମ୍ଭ କରି ବିଦ୍ଯାଳୟର ଯାବତୀୟ କାମରେ ସଂସ୍କୃତ ଓ ହିନ୍ଦୀ ଶିକ୍ଷକ ଶିକ୍ଷୟିତ୍ରୀଙ୍କର ଅବଦାନ ଅତୁଳନୀୟ।କିନ୍ତୁ ଆମର ମାନ୍ଯବର ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ ସବୁ quality ଥାଇ ମଧ୍ଯ ଆଜି ସଂସ୍କୃତ ଓ ହିନ୍ଦୀ ଶିକ୍ଷକ ଶିକ୍ଷୟିତ୍ରୀ ବିଦ୍ଯାଳୟରେ ଅବହେଳିତ ଓ ନିର୍ଯ୍ୟାତିତ। ତେଣୁ ମାନ୍ୟବର ମୁଖ୍ୟମନ୍ତ୍ରୀ ମହୋଦୟଙ୍କୁ ଅନୁରୋଧ ସଂସ୍କୃତ ଓ ହିନ୍ଦୀ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ State cadre ପ୍ରଦାନ କରାଯାଉ
CMO Odisha Ama Odisha Naveen odisha chairman V.K pandian,5t Naveen odisha
Click here to claim your Sponsored Listing.
Location
Contact the school
Telephone
Address
751012
18/06/2024
28/04/2024