Jagamohan High School

Jagamohan High School A best place where we all have grown up with tons of memories.Today we are glad that it has completed 25th years.Congrats all for your contribution..

ଜଗମୋହନ ଉଚ୍ଚ ବିଦ୍ୟାଳୟର ସମସ୍ତ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ସେମାନଙ୍କର ପରୀକ୍ଷା ଫଳ ପାଇଁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ 💐💐। ତୁମମା...
03/05/2026

ଜଗମୋହନ ଉଚ୍ଚ ବିଦ୍ୟାଳୟର ସମସ୍ତ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ସେମାନଙ୍କର ପରୀକ୍ଷା ଫଳ ପାଇଁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ 💐💐। ତୁମମାନଙ୍କର କଠିନ ପରିଶ୍ରମ ଓ ନିଷ୍ଠା ଆଜି ସଫଳତା ଆଣିଦେଇଛି।
ମନେରଖ, ଏହା ତୁମର ଉଜ୍ଜ୍ୱଳ ଭବିଷ୍ୟତର ଏକ ଆରମ୍ଭ ମାତ୍ର। ଜୀବନର ପ୍ରତିଟି ପାହାଚରେ ତୁମେମାନେ ଏମିତି ସଫଳ ହୁଅ ଓ ବିଦ୍ୟାଳୟର ନାମ ରଖ, ଏହା ହିଁ ଆମର କାମନା। ତୁମ ସମସ୍ତଙ୍କୁ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଅଶେଷ ଶୁଭକାମନା 👏👏👍!

https://www.youtube.com/watch?v=q9cbKMwx7eQ
30/01/2026

https://www.youtube.com/watch?v=q9cbKMwx7eQ

ସରକାରୀ ସ୍କୁଲ ପଡ଼ିଆ ରେ ହେଲା ଜନ ସମୁଦ୍ର//ପ୍ରତିକ୍ରିୟା ରଖିଲେ ଶିକ୍ଷକ ଶିକ୍ଷୟତ୍ରୀ//ତାଳି ରେ କମ୍ପିଲା ପଡ଼ିଆ( ) ...

30/01/2026
Annual Function & 🤽‍♀️🚴‍♀️🏊‍♂️Sports Prize Distribution - 2026 ..🏆🏆
28/01/2026

Annual Function & 🤽‍♀️🚴‍♀️🏊‍♂️Sports Prize Distribution - 2026 ..🏆🏆

Invitation for Annual function-2026
21/01/2026

Invitation for Annual function-2026

ସରସ୍ବତୀ ପୁଜା ୨୦୨୬
20/01/2026

ସରସ୍ବତୀ ପୁଜା ୨୦୨୬

76th Republic day celebration & some prize distribution(which was done before)
28/01/2025

76th Republic day celebration & some prize distribution(which was done before)

Annual Sports & Function - 2024 - 25 🥇🏅🏆
25/01/2025

Annual Sports & Function - 2024 - 25 🥇🏅🏆

ସାହିତ୍ୟ ସୃଜନୀ (ଆକାଂକ୍ଷୀ ପାଠ୍ୟକ୍ରମ ) ଓ ବୃକ୍ଷରୋପଣ ଜଗମୋହନ ଉଚ୍ଚ ବିଦ୍ୟାଳୟ, ବ୍ରହ୍ମକୁଣ୍ଡଳ
20/08/2024

ସାହିତ୍ୟ ସୃଜନୀ (ଆକାଂକ୍ଷୀ ପାଠ୍ୟକ୍ରମ ) ଓ ବୃକ୍ଷରୋପଣ
ଜଗମୋହନ ଉଚ୍ଚ ବିଦ୍ୟାଳୟ, ବ୍ରହ୍ମକୁଣ୍ଡଳ

Address

Brahmakundal
Bhubaneswar
752054

Opening Hours

Monday 9am - 5pm
Tuesday 9am - 5pm
Wednesday 9am - 5pm
Thursday 9am - 5pm
Friday 9am - 5pm
Saturday 9am - 5pm

Telephone

+919439750341

Website

Alerts

Be the first to know and let us send you an email when Jagamohan High School posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share

Category