Bhargabee Pathagara
Education For All
ପାଠପଢ଼ା । ସହଜରେ ମିଳେନାହିଁ, ସହଜରେ ହଜେନାହିଁ । ଅଭାବ ଅସୁବିଧା ଭିତରେ ବହି, ଖାତା, ପେନ , ପେନସିଲ ଯୋଗାଡ କରିବା ଯାହା ପାଇଁ କଷ୍ଟକର ସେହି ପିଲା ହିଁ ପାଠ ପଢ଼ିବାକୁ ଆଗ୍ରହ ରଖେ । ହୁଏତ ସମ୍ବଳ ଗୋଡଟାଣେ କିନ୍ତୁ ସେ ସକ୍ଷମ ହେବାକୁ ଚେଷ୍ଟା କରେ । ଏବେ ଆଉ ଗୋଡ ଟାଣିବାକୁ କେହି ନାହିଁ । ସମସ୍ତଙ୍କୁ ମିଳିବ ପାଠ, ଆମ ପାଠାଗାରରେ । ମାଗଣା ଟ୍ୟୁସନ, ମାଗଣା କମ୍ପ୍ୟୁଟର ଶିକ୍ଷା ସହ ମାଗଣା ପାଠପଢ଼ାର ସୁଯୋଗ ଯୋଗାଇ ଦେବା ଲକ୍ଷ୍ୟରେ ଭାର୍ଗବୀ ପାଠାଗାର ର ଜନ୍ମ । ଆପଣ ବି ସହଯୋଗର ହାତ ବଢ଼ାନ୍ତୁ । ପିଲାଙ୍କ ପାଠପଢ଼ା ପାଇଁ ପଛଘୁଞ୍ଚା କାହିଁକି ?
ଯୋଗାଯୋଗ- ୯୩୪୮୪୬୦୪୮୩
Click here to claim your Sponsored Listing.
Location
Category
Contact the school
Telephone
Website
Address
Bhubaneswar