ମନରେ ଯଦି ଇଚ୍ଛା ଶକ୍ତି ଅଛି
ତାହା ହେଲେ ତୁମେ ଜୀବନରେ
କୌଣସି ଭି ପରିସ୍ଥିତିକୁ ସାମ୍ନା କରି ପାରିବ ।
Odia_Writer
Contact information, map and directions, contact form, opening hours, services, ratings, photos, videos and announcements from Odia_Writer, Odisha, Bhubaneswar.
Welcome to odia_writer ! 🌸
ଶବ୍ଦର ସୁନ୍ଦରତାକୁ ଭଲ ପାଉଥିବା ବ୍ୟକ୍ତିଙ୍କ ପାଇଁ ଏହା ଏକ ନିଆରା ସ୍ଥାନ। 🌿
ଏଠାରେ ଆପଣ ପାଇବେ ସୁନ୍ଦର ସୁନ୍ଦର ଓଡ଼ିଆ କୋଟସ୍ ଏବଂ ଭାବପୂର୍ଣ୍ଣ ଚିନ୍ତାଧାରା। 📍 Best Odia Quotes 📍 Life Thoughts 📍 Motivation
ଟିକେ ଗମ୍ଭୀରତା ସହିତ ପଇସା କମାଅ
ଖାଲି ପଇସା ନୁହେଁ ବହୁତ ସାରା ପଇସା କମାଅ,
ଏ ଦୁନିଆ ବହୁତ କୃର ଅଟେ ଗରିବ ଲୋକଙ୍କ ପାଇଁ ।
ଶିକ୍ଷ୍ୟା ହିଁ ଏମିତି ଏକ ରାସ୍ତା ଅଟେ ଯାହା
ତମକୁ ଉଚିତ୍ ରାସ୍ତା ଦେଖେଇ ପାରିବ,
ଜୀବନରେ ଚାକିରୀ ଦେଉ କି ନ ଦେଉ
ସମ୍ମାନର ସହିତ ବଞ୍ଚିବା ଶିଖେଇ ଦେବ । 📝🖊️❣️💝
ସରଳତା ଓ ପ୍ରେମର କୌଣସି ଭାଷା ନ ଥାଏ
ବାସ୍ ଅନୁଭବ ହେଇଥାଏ ।
କିଛି କହି ନ ପାରୁଥିବା ଜୀବକୁ ମାରି ତାର
ଆମିଷ ଖାଇବେ ଆଉ କେଉଁଠି ବଳି ଦେବେ,
ଆଉ ନିର୍ଦ୍ଧିଷ୍ଟ ବାର ଦେଖି କହିବେ କି ଆଜି ଉପାସ ଅଛି
ଆଜି ଆମିଷ ଖାଏ ନି ଆମ ଭଗବାନ ରାଗିଯିବେ ।
ବା ଏମିତି ଧର୍ମ ଆଉ ସଂସ୍କୃତିକୁ ରଖିବା ଅପେକ୍ଷା ମୁଁ ନାସ୍ତିକ ହେବା ପସନ୍ଦ କରିବି । 🙏
Click here to claim your Sponsored Listing.
Location
Website
Address
Bhubaneswar
751007