Sanjeeb Mohanty

Sanjeeb Mohanty MOVEMENT for retaining beauty of progressive India with unity in diversity.

DRAMA NEVER BEFORE Time passes Bandage IncreasesMedia focuses on hiding truth....and see how a common man is fooled.. .....
20/12/2024

DRAMA NEVER BEFORE
Time passes Bandage Increases
Media focuses on hiding truth....and see how a common man is fooled..
...Diluted Democracy......
Save India Save Constitution
Priyanka Gandhi Vadra

20/12/2024

ଅପେକ୍ଷା
ଇତିହାସ ଟା ତିଆରି ଚାଲିଛି
ଅଙ୍କ ବଦଳିବ,ଏକାଙ୍କିକା ଭି :
ପଚାରି ପଚାରି ପଛରୁ ଡ଼ାକିବ
ଇତିହାସ କରିବ ପୁନରାବୃତ୍ତି,
ଯାହାକୁ ଆଢୁଆଳ ରେ ରଖିଥିବା
ସେ ଲେଖିବ ପୁଣି ଇତି ବୃତ୍ତି.....

କେବଳ କଂଗ୍ରେସ 🙏
ସଂଜୀବ ମହାନ୍ତି
Priyanka Gandhi Vadra 🙏

ତା ୧/୫/୨୦୨୪ ରିଖ ରେ ଅତାବିରା ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ରୂପେ ନିର୍ବାଚନ ଲଢ଼ିବାକୁ ନାମାଙ୍କନପତ୍ର ଦାଖଲ Proud that my stude...
06/05/2024

ତା ୧/୫/୨୦୨୪ ରିଖ ରେ ଅତାବିରା ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ରୂପେ ନିର୍ବାଚନ ଲଢ଼ିବାକୁ ନାମାଙ୍କନପତ୍ର ଦାଖଲ
Proud that my student Abhishek filed nomination as MLA candidate for Atabira Constituency.
My long association with the family compells me to wish him victory ✌️
His elder brothers, he and his younger brother had been my students ...each fortunately around 5yrs and Ripuda : how can I forget him ??
He had given space for my coaching at his residence and if Sanjeeb Sir is a known name since 2003 at VSS NAGAR, their contributions can never be ignored.
Hereby I request all my students and Alumna of FUTURE PERFECT ENGLISH to come forward as it's a pride for us ...
An earnest request 🙏

11/04/2024
11/04/2024
11/04/2024

Wah bhai Wah

30/03/2024

"When the government changes, action will definitely be taken against those who are destroying democracy. And the action will be taken in such a manner that no one will have the courage to do all this again. This is my guarantee," Mr Gandhi said in a post on the microblogging platform X.

जब सरकार बदलेगी तो 'लोकतंत्र का चीरहरण' करने वालों पर कार्रवाई ज़रूर होगी!

और ऐसी कार्रवाई होगी कि दोबारा फिर किसी की हिम्मत नहीं होगी, ये सब करने की।

ये मेरी गारंटी है।

— Rahul Gandhi () March 29, 2024

ଧନ୍ୟବIଦIହ ପ୍ରତିଟି କରସେବକ  ଓ ଗର୍ବିତ ଆଜି ପ୍ରତିଟି ଭାରତୀୟ ଜଗନ୍ନାଥ ମନ୍ଦିର ର ସୌନ୍ଦର୍ଯ୍ୟକରଣ ଓ ରାମ ମନ୍ଦିରରେ ପ୍ରାଣ ପ୍ରତିଷ୍ଠା ପାଇଁ...
23/01/2024

ଧନ୍ୟବIଦIହ ପ୍ରତିଟି କରସେବକ ଓ ଗର୍ବିତ ଆଜି ପ୍ରତିଟି ଭାରତୀୟ ଜଗନ୍ନାଥ ମନ୍ଦିର ର ସୌନ୍ଦର୍ଯ୍ୟକରଣ ଓ ରାମ ମନ୍ଦିରରେ ପ୍ରାଣ ପ୍ରତିଷ୍ଠା ପାଇଁ ......Thank you the Lord for making such happen 🙏

ନେତୃତ୍ୱର ବିଶ୍ୱାସ”କାର୍ଗିଲ ସହିଦ ସ୍ତ୍ରୀଟି ମଣିପୁର ରେ ପ୍ରପୀଡ଼ିତ କିନ୍ତୁ  ନିର୍ବାଚନ ଜିତୁଛି ବିଜେପି *ଧର୍ମ ଜାତି କୁ ନେଇ ବିଭେଦ କିନ୍ତୁ...
21/12/2023

ନେତୃତ୍ୱର ବିଶ୍ୱାସ”

କାର୍ଗିଲ ସହିଦ ସ୍ତ୍ରୀଟି ମଣିପୁର ରେ ପ୍ରପୀଡ଼ିତ କିନ୍ତୁ ନିର୍ବାଚନ ଜିତୁଛି ବିଜେପି *
ଧର୍ମ ଜାତି କୁ ନେଇ ବିଭେଦ କିନ୍ତୁ
ନିର୍ବାଚନ ଜିତୁଛି ବିଜେପି **
ଦରଦାମ ବିରୁଦ୍ଧରେ ଲଢେଇ କରି ଆସିଥିଲା ବିଜେପି ହେରେ ଦରଦାମ କମିନି ବରଂ ଉପରେ ନଳିତା ବିଡା ଭଳି ବେରୋଜଗାରୀ ଅହେତୁକ ବଢିଛି ହେଲେ ନିର୍ବାଚନ ଜିତୁଛି ବିଜେପି ***
ସମସ୍ୟା ଯେତେବେଳେ ସୀମାହୀନ ସମ୍ମିଳନୀରେ ଖୋଜା ଚାଲିଛି ମୁଣ୍ଡେଇବା କିଏ ?******
ସର୍ବପୁରାତନ ଦଳ କଂଗ୍ରେସ ,ଐତିହ ସମ୍ପନ୍ନ ଦଳ କଂଗ୍ରେସ ର ବିଚାରଧାରା କୁ ନେଇ ଲଢେଇ କାହିଁ ?**
ରାହୁଲ ଗାନ୍ଧୀଙ୍କ ପ୍ରମୁଖ ସଦସ୍ୟ ହେଉଛନ୍ତି ସଂଗଠନ (ଜିଏସଏ) ର ସାଧାରଣ ସମ୍ପାଦକ କେ.ସି ଭେନୁଗୋପାଲ, ଯିଏକି ରାହୁଲ ଗାନ୍ଧୀ ଦଳର ସଭାପତି ହେବାପରେ 2017 ରେ କର୍ଣ୍ଣାଟକ ରେ ସାଧାରଣ ସମ୍ପାଦକ ଭାବରେ ଉନ୍ନୀତ ହୋଇଥିଲେ। ଏବଂ 2019 ରେ, ସେ ତାଙ୍କର ବର୍ତ୍ତମାନର ଭୂମିକା ଗ୍ରହଣ କରିଥିଲେ | ଏହାପୂର୍ବରୁ ସେ ୟୁପିଏ ସରକାରରେ କନିଷ୍ଠ ମନ୍ତ୍ରୀ ଥିଲେ। ତାଙ୍କର AICC ଭୂମିକାରେ, ଭେନୁଗୋପାଲ୍ ବରିଷ୍ଠ ନେତା,ଭେଟେରାନମାନଙ୍କ ମଧ୍ୟରେ ହୃଦଘାତରେ ପରିଣତ |ଭେନୁଗୋପାଲ କହିଛନ୍ତି ଦଳକୁ ବର୍ଣ୍ଣନା କରିବା ପାଇଁ କୋଟେରୀ ଭୁଲ ଶବ୍ଦ | ସେ କହିଛନ୍ତି ଯେ ସେହି କୋଟେରୀ “ନେତୃତ୍ୱର ବିଶ୍ୱାସ” I
କିନ୍ତୁ ସତ କହିବାକୁ ଗଲେ ମୁଁ ପଚାରିବିକାହିଁକି ସେମାନଙ୍କୁ ବିଶ୍ୱାସ କରାଯିବା ଉଚିତ୍?**
ଗାନ୍ଧୀଙ୍କ ଦଳର ଅନ୍ୟ ସାଧାରଣ ସଚିବମାନେ ହେଉଛନ୍ତି ରଣଦୀପ ସୁରଜୱାଲା ଏବଂ ଅଜୟ ମାକେନ୍। ଏଥିରେ ଅନୁସନ୍ଧାନକାରୀ ଦଳର ମୁଖ୍ୟ ଆଇସିଆଇସିଆଇ ବ୍ୟାଙ୍କର ପୂର୍ବତନ କାର୍ଯ୍ୟନିର୍ବାହୀ ଆଲଙ୍କାର ସାୱାଇ ଅଛନ୍ତି ଏବଂ କିଛି ସମୟ ପାଇଁ ରାହୁଲ ଗାନ୍ଧୀଙ୍କ ଟ୍ୱିଟର ଆକାଉଣ୍ଟକୁ ପରିଚାଳନା କରିଥିଲେ I AICC ଚଳାଉଥିବା କୋଟେରୀ ଯାହା ପାଇଁ କୋଟେରୀଙ୍କ ଅଧୀନରେ କଂଗ୍ରେସ ଇଚ୍ଛା ଏବଂ କ୍ଷମତା ହରାଇଛି ଏବଂ ସେଥିପାଇଁ ଆମେ ନିର୍ବାଚନରେ ​​ପରାଜିତ ହୋଇଥାଉ
କଂଗ୍ରେସ ନେତାମାନେ କହିଛନ୍ତି ଯେ, ବିଜୁ (Byju) ହେଉଛନ୍ତି ରାହୁଲ ଗାନ୍ଧୀଙ୍କ ସମସ୍ତ ଯାତ୍ରା ପରିଚାଳନା କରୁଥିବା ବ୍ୟକ୍ତି, କାରଣ ସେ ସ୍ଥିର କରନ୍ତି ଯେ ରାହୁଲକାହା ସହିତ ସମୟ କାଟନ୍ତି କିମ୍ବା କାହା ସହିତ ଷ୍ଟେଜ ମଧ୍ୟ ସେୟାର କରନ୍ତି | ସେ ପୂର୍ବରୁ କ୍ୟାପଟେନ ଅମରିନ୍ଦର ସିଂଙ୍କ ପାଇଁ ରାହୁଲ ଗାନ୍ଧୀଙ୍କ ବ୍ୟକ୍ତିଗତ ଦୂତ ଥିଲେ ଯାହା ପାଇଁ ପଞ୍ଜାବର ସିଏମ୍ ଭାବରେ ଶେଷରେ ଅମରିନ୍ଦର ବାହାରକୁ ଯାଇଥିଲେ।
ଏବେବି କହୁଛି ଏମାନେ କୋଟେରୀରେ ଆସିଛନ୍ତି, ୟାଙ୍କ ଭିତରୁ କେଇଜଣଙ୍କୁ ଗାଓଁ ଗାଓଁ ରେ ଘରେ ଘରେ କେଇଜଣ ଚିହ୍ନନ୍ତି କିନ୍ତୁ ସେମାନେ ଦେବେ ଉପଦେଶ ସେମାନେ କରିବେ ବ୍ୟୁହ ରଚନା...... କଂଗ୍ରେସକର୍ମି ଚାତକ ପରି ଚାହିଁଛି ଏଥର ଲଢେଇ ହବ, ହେଲେ ଲଢେଇ ଚାଲିଛି ଆମ ଭିତରେ ତୁ ବଡ ନ ମୁ ବଡ ନାଁରେ ......ଆମେ ନିର୍ବାଚନରେ ​​ପରାଜିତ ହୋଇଥାଉ ସ୍ୱାମୀ ପଛେକ ମରୁ ନ୍ୟାୟରେ
*************
ସଂଜୀବ ମହାନ୍ତି

18/12/2023

While there are major issues like education, health, employment and debt burden against BJP, towards the end of the election, it was pushed towards the OBCs. and PANAUTI for losing battle.
BHARAT JODO vibes could have been repeated along with such serious issues .Even LADLEE could have searched ladder to climb up .
Rahul Gandhi #🙏🙏

05/09/2023

Broadened heart enriched with positivity ✨️

12/08/2023

Complete analysis of politically motivated speech on no confidence motion upcoming soon

Address

Bhubaneswar

Opening Hours

9am - 5pm

Alerts

Be the first to know and let us send you an email when Sanjeeb Mohanty posts news and promotions. Your email address will not be used for any other purpose, and you can unsubscribe at any time.

Contact The School

Send a message to Sanjeeb Mohanty:

Shortcuts

Share