Gurukul International Public School

Gurukul International Public School Contact information, map and directions, contact form, opening hours, services, ratings, photos, videos and announcements from Gurukul International Public School, Education Website, Goods Shed Road, Berhampur.

ରାଜ୍ୟ ଘରୋଇ ବିଦ୍ୟାଳୟ ଶିକ୍ଷା ଏବଂ କର୍ତ୍ତୃପକ୍ଷ ମହାସଂଘର ବୈଠକ ବ୍ରହ୍ମପୁରରେ ନୂତନ କାର୍ଯ୍ୟକର୍ତ୍ତା ଚୟନ ଓ ନୂତନ ଯୋଜନାରେ ଆଲୋଚନାବ୍ରହ୍ମପ...
07/12/2025

ରାଜ୍ୟ ଘରୋଇ ବିଦ୍ୟାଳୟ ଶିକ୍ଷା ଏବଂ କର୍ତ୍ତୃପକ୍ଷ ମହାସଂଘର ବୈଠକ ବ୍ରହ୍ମପୁରରେ ନୂତନ କାର୍ଯ୍ୟକର୍ତ୍ତା ଚୟନ ଓ ନୂତନ ଯୋଜନାରେ ଆଲୋଚନା
ବ୍ରହ୍ମପୁର, 7 ଡିସେମ୍ବର 2025:ଗଞ୍ଜାମ କଳା ପରିଷଦ ପରିସରରେ ଆଜି ରାଜ୍ୟ ଘରୋଇ ବିଦ୍ୟାଳୟ ଶିକ୍ଷା ଏବଂ କର୍ତ୍ତୃପକ୍ଷ ମହାସଂଘର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକକୁ ସଭାପତି ଶ୍ରୀଯୁକ୍ତ ରଘୁନାଥ ସାହୁ ଅଧ୍ୟକ୍ଷତା କରିଥିଲେ। କାର୍ଯ୍ୟକାରି ସଭାପତି ପ୍ରଶାନ୍ତ ମହାପାତ୍ର ଓ ସଂଗଠନ ସମ୍ପାଦକ ଲକ୍ଷ୍ମଣ ରାଓ ଆଚାରୀ ବିଶେଷ ଉପସ୍ଥିତ ଥିଲେ। ସଭାପତି ଶ୍ରୀଯୁକ୍ତ ରଘୁନାଥ ସାହୁ ଉପସଭାପତି ଶ୍ରୀଯୁକ୍ତ ରାଜୁ ପାଢୀ,କାଯ୍ୟକାରୀ ସଭାପତି ଶ୍ରୀଯୁକ୍ତ ପ୍ରଶାନ୍ତ ମହାପାତ୍ର,ସାଧାରଣ ସଚିବ ଶ୍ରୀଯୁକ୍ତ ଅମ୍ବରିଶ ମିଶ୍ର,ସଂଗଠନ ସଂପାଦକ ଶ୍ରୀଯୁକ୍ତ ଲକ୍ଷ୍ମଣ ରାଓ ଆଚାରୀ,ଉପଦେଷୣ। ପୂର୍ବତନ ଏମ.ଲ.ଏ ସିମାଞ୍ଚଳ ବେହେରା,ଉପଦେଷ୍ଟା ଶ୍ରୀଯୁକ୍ତ ଶରତ କୁମାର ପଟ୍ଟନାୟକ,ସଭାପତି କଟକ ରେଞ୍ଜ ର ଶ୍ରୀଯୁକ୍ତ ଶରତ ଚନ୍ଦ୍ର ସାମନ୍ତ, ଉପଦେଷ୍ଟା ରଞ୍ଜନ ପୋଲ।ଇ ସନଡ କୁମାର ବେହେରା ରାଜ୍ୟର ବିଭିନ୍ନ ବ୍ଲକ ଓ ଜିଲ୍ଲାରୁ ଆସିଥିବା ସଦସ୍ୟମାନଙ୍କ ଅଂଶଗ୍ରହଣରେ ବୈଠକଟି ଉତ୍ସାହପୂର୍ଣ୍ଣ ପରିବେଶରେ ହୋଇଥିଲା। ବୈଠକର ପ୍ରଧାନ ଆକର୍ଷଣ ରହିଥିଲା—
✔️ ନୂତନ କାର୍ଯ୍ୟକର୍ତ୍ତା ଚୟନ
✔️ ସଂଘର ଭବିଷ୍ୟତ ଯୋଜନା ଓ ନୂତନ ଚିନ୍ତାଧାରା
✔️ ଶିକ୍ଷାର ଗୁଣୋନ୍ନତି ପାଇଁ ନୂତନ ପଦକ୍ଷେପ
ଏହି ବୈଠକରେ ଘରୋଇ ବିଦ୍ୟାଳୟ ସମ୍ପର୍କୀୟ ବିଭିନ୍ନ ସମସ୍ୟା ଓ ପ୍ରସ୍ତାବ ଉଠିଥିଲା। ଆଗାମୀ ଦିନରେ ସଂଘକୁ କିପରି ସୁଦୃଢ଼ କରିବାଯାଇପାରିବ ଓ ଶିକ୍ଷାକ୍ଷେତ୍ରରେ ଅଧିକ ପରିବର୍ତ୍ତନ ଆଣିବା ପାଇଁ କଣ କଣ ପଦକ୍ଷେପ ଗ୍ରହଣ କରାଯିବ—ସେଥିପାଇଁ ବିସ୍ତୃତ ଚର୍ଚ୍ଚା ହୋଇଥିଲା । ସଂଘ ପକ୍ଷରୁ କୁହାଯାଇଛି ଯେ, ଆଗାମୀ ଦିନରେ ଘରୋଇ ବିଦ୍ୟାଳୟ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା, ଶିକ୍ଷକ ଓ ଅଭିଭାବକଙ୍କ ମଧ୍ୟରେ ସମ୍ପର୍କ ବୃଦ୍ଧି କରିବା ଓ ଛାତ୍ରଛାତ୍ରୀଙ୍କ ସୁନ୍ଦର ଶିକ୍ଷା ପରିବେଶ ସୃଷ୍ଟି କରିବା —ଏହି ସବୁ ମହାସଙ୍ଘର ମୁଖ୍ୟ ଲକ୍ଷ୍ୟ ରହିବ।

🎉 ଗର୍ବର ମୁହୂର୍ତ୍ତ!“ରାଜ୍ୟ ଘରୋଇ ବିଦ୍ୟାଳୟ ଶିକ୍ଷକ ଓ କର୍ତ୍ତୃପକ୍ଷ ମହାସଂଘ”ର ଅଧ୍ୟକ୍ଷ ଭାବେ ଶ୍ରୀ ପ୍ରଶାନ୍ତ ମହାପାତ୍ରଙ୍କ ଚୟନ ପରେ ଆୟୋଜ...
07/12/2025

🎉 ଗର୍ବର ମୁହୂର୍ତ୍ତ!
“ରାଜ୍ୟ ଘରୋଇ ବିଦ୍ୟାଳୟ ଶିକ୍ଷକ ଓ କର୍ତ୍ତୃପକ୍ଷ ମହାସଂଘ”ର ଅଧ୍ୟକ୍ଷ ଭାବେ ଶ୍ରୀ ପ୍ରଶାନ୍ତ ମହାପାତ୍ରଙ୍କ ଚୟନ ପରେ ଆୟୋଜିତ ଅଭିନନ୍ଦନ ଅବସରର କିଛି ସ୍ମାରକ ଛବି।
ସଂଘର ଉନ୍ନତି ଓ ପ୍ରଗତି ପାଇଁ ଆଶୀର୍ବାଦ ଓ ଶୁଭେଚ୍ଛା।

21/06/2025

🧘‍♀️🌿 Yoga Day Celebration at Gurukul International Public School 🌿🧘‍♂️

On the occasion of International Day of Yoga, our school campus was filled with energy, serenity, and smiles as students, teachers, and staff joined together to embrace the spirit of health and harmony.

💫 The day began with a peaceful prayer and warm-up session, followed by guided yoga practices including asanas, pranayama, and meditation led by experienced instructors.
🌞 Students from all grades participated enthusiastically, learning the importance of balance—both physical and mental.
🌱 The session concluded with a pledge to incorporate yoga into our daily lives for overall well-being and inner peace.

This celebration was not just about stretching the body, but also awakening the mind and strengthening the soul. It reminded us all that yoga is not just an exercise — it's a way of life. 🙏

📸 Special thanks to our teachers and coordinators for making this day a meaningful and memorable one!

🧘‍♂️📚💖

31/05/2025

We got over 10 reactions on one of my posts last week! Thanks everyone for your support! 🎉

Address

Goods Shed Road
Berhampur
760008

Alerts

Be the first to know and let us send you an email when Gurukul International Public School posts news and promotions. Your email address will not be used for any other purpose, and you can unsubscribe at any time.

Contact The School

Send a message to Gurukul International Public School:

Shortcuts

Share