Odia Gyana

Odia Gyana ଓଡ଼ିଆ ଜ୍ଞାନ page ରେ ଆପଣ ମାନେ ପ୍ରତ୍ୟେକ

ଜୀବନ ଏକ ପୁସ୍ତକ, ପ୍ରତିଦିନ ଏକ ନୂତନ ପୃଷ୍ଠା, ପ୍ରତି ମାସରେ ଏକ ନୂତନ ଅଧ୍ୟାୟ ଏବଂ ପ୍ରତି ବର୍ଷ ଏକ ନୂତନ ସିରିଜ ଆରମ୍ଭ ହେଇଥାଏ |
09/07/2024

ଜୀବନ ଏକ ପୁସ୍ତକ, ପ୍ରତିଦିନ ଏକ ନୂତନ ପୃଷ୍ଠା, ପ୍ରତି ମାସରେ ଏକ ନୂତନ ଅଧ୍ୟାୟ ଏବଂ ପ୍ରତି ବର୍ଷ ଏକ ନୂତନ ସିରିଜ ଆରମ୍ଭ ହେଇଥାଏ |

08/07/2024
21/12/2022

ମଣିଷର ଅସଲି ସମ୍ପତି ଧନ କି ଦୌଲତ ନୁହେଁ ଅସଲି ସମ୍ପତି ତ ହସୁଥିବା ପରିବାର ଓ ସନ୍ତୁଷ୍ଟ ମନ ଅଟେ
20/12/2022

ମଣିଷର ଅସଲି ସମ୍ପତି ଧନ କି ଦୌଲତ ନୁହେଁ ଅସଲି ସମ୍ପତି ତ ହସୁଥିବା ପରିବାର ଓ ସନ୍ତୁଷ୍ଟ ମନ ଅଟେ

ଜୀବନ ଜଞ୍ଜାଳ ସବୁ ଅସମ୍ଭାଳ ଲୋଭ କରେ ପୁଣି ଗ୍ରାସ, କିଏ ଜିତିଯାଏ ଜୀବନ ଯୁଦ୍ଧରେ କିଏ ଖାଏ ପୁଣି ବିଷ |               😍
02/09/2022

ଜୀବନ ଜଞ୍ଜାଳ ସବୁ ଅସମ୍ଭାଳ ଲୋଭ କରେ ପୁଣି ଗ୍ରାସ, କିଏ ଜିତିଯାଏ ଜୀବନ ଯୁଦ୍ଧରେ କିଏ ଖାଏ ପୁଣି ବିଷ |
😍

ହଲଚଲ ହେଉଥିବା ପାଣିରେ ଯେପରି ପ୍ରତିବିମ୍ବ ଦେଖାଯାଏ ନାହିଁ, ଠିକ ସେହିପରି କ୍ରୋଧରେ ଥିବା ବ୍ୟକ୍ତି କେବେହେଲେ ସତ୍ୟକୁ ଦେଖି ପାରେ ନାହିଁ
18/08/2022

ହଲଚଲ ହେଉଥିବା ପାଣିରେ ଯେପରି ପ୍ରତିବିମ୍ବ ଦେଖାଯାଏ ନାହିଁ, ଠିକ ସେହିପରି କ୍ରୋଧରେ ଥିବା ବ୍ୟକ୍ତି କେବେହେଲେ ସତ୍ୟକୁ ଦେଖି ପାରେ ନାହିଁ

ସଂଘର୍ଷର ସ୍ୱର ଯେତିକି ବାହାରିବ, ସଫଳତାର ପ୍ରତିଧ୍ୱନି ସେତିକି ଗୁଣା ହୋଇ ଆପଣଙ୍କ ପାଖରେ ପହଞ୍ଚିବ |
18/08/2022

ସଂଘର୍ଷର ସ୍ୱର ଯେତିକି ବାହାରିବ, ସଫଳତାର ପ୍ରତିଧ୍ୱନି ସେତିକି ଗୁଣା ହୋଇ ଆପଣଙ୍କ ପାଖରେ ପହଞ୍ଚିବ |

Address

Baripada

Website

Alerts

Be the first to know and let us send you an email when Odia Gyana posts news and promotions. Your email address will not be used for any other purpose, and you can unsubscribe at any time.

Contact The School

Send a message to Odia Gyana:

Shortcuts

Share