BZS The Alumni

BZS The Alumni There's nothing I value more than the closeness of friends and family, a smile as I pass someone on the street.

26/06/2023

Positivity

Happy new year
31/12/2018

Happy new year

“ଅତୀତ ହିଁ ସ୍ମୃତି , ସ୍ମୃତି ହିଁ ଆନନ୍ଦ”ବାଲେଶ୍ୱର ଜିଲ୍ଲାସ୍କୁଲ ର ୧୬୬ ତମ ପ୍ରତିଷ୍ଠା ଦିବସ ଏବଂ ପୁରାତନ ବିଦ୍ୟାର୍ଥୀ ପରିଷଦ ର ୧୬ଶ ବାର୍ଷ...
23/11/2018

“ଅତୀତ ହିଁ ସ୍ମୃତି , ସ୍ମୃତି ହିଁ ଆନନ୍ଦ”
ବାଲେଶ୍ୱର ଜିଲ୍ଲାସ୍କୁଲ ର ୧୬୬ ତମ ପ୍ରତିଷ୍ଠା ଦିବସ ଏବଂ ପୁରାତନ ବିଦ୍ୟାର୍ଥୀ ପରିଷଦ ର ୧୬ଶ ବାର୍ଷିକ ଉତ୍ସବ  ମିଳନ - ୨୦୧୮  ଉତ୍ସବ କୁ ଆପଣଙ୍କୁ ସଦର ନମନ୍ତ୍ରଣ.

:: ନିବେଦକ ::
ଆପଣଙ୍କର
ପୁରାତନ ବିଦ୍ୟାର୍ଥୀ ପରିଷଦ
ବାଲେଶ୍ୱର ଜିଲ୍ଲାସ୍କୁଲ, ବାଲେଶ୍ୱର

17/11/2018

ଆସନ୍ତା କାଲି, ରବିବାର, 🗓️ ତା ୧୮/୧୧/୨୦୧୮ ରିଖ, ସକାଳ ୦୯.୦୦ 🕘ଘଟିକା ସମୟ ରେ ବାଲେଶ୍ୱର ଜ଼ିଲ୍ଲା ସ୍କୁଲ ପୁରାତନ ବିଦ୍ୟାର୍ଥୀ ପରିଷଦ ଦ୍ୱାରା ବାଲେଶ୍ୱର ଜ଼ିଲ୍ଲା ସ୍କୁଲ ପରିସର ରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ମନସ୍ଥ କରାଯାଇଅଛି. ଏଣୁ ଆପଣ ସଭିଙ୍କୁ ଅନୁଷ୍ଠାନ ତରଫରୁ ଅନୁରୋଧ କରାଯାଉଅଛି କି ଆପଣ ମାନେ ଯଥା ସମୟ ରେ ସ୍କୁଲ ପରିସର ରେ ଉପସ୍ଥିତ ରହି ଉକ୍ତ କାର୍ଯ୍ୟକ୍ରମ କୁ ସଫଳ କରାଇବା ହେବେ. ପୁରାତନ ବିଦ୍ୟାର୍ଥୀ ପରିଷଦ ରେ ସଭ୍ୟ ନ ଥିବା ବାଲେଶ୍ୱର ଜ଼ିଲ୍ଲା ସ୍କୁଲ ର ଛାତ୍ର ଛାତ୍ରୀ ମାନେ ମଧ୍ୟ ସ୍ୱତଃ ଉକ୍ତ କାର୍ଯ୍ୟକ୍ରମ ରେ ଯୋଗ ଦେଇପାରିବେ.

🌳ସ୍କୁଲ ଆମର, ଆମେ ସ୍କୁଲ ର🌳
🌍ଆସନ୍ତୁ ଏକତ୍ରିତ ହୋଇ ଆମ ସ୍କୁଲ ର ପରିବେଶ କୁ ସୁନ୍ଦର ସରସ କରିବା.🌍

🙏:ନିବେଦକ:🙏
ବାଲେଶ୍ୱର ଜ଼ିଲ୍ଲା ସ୍କୁଲ ପୁରାତନ ବିଦ୍ୟାର୍ଥୀ ପରିଷଦ, ବାଲେଶ୍ୱର.

A very warm welcome to the most admired HEADMASTER of * The Balasore Zilla School *👨‍💼After a very long time a pleasant ...
01/05/2018

A very warm welcome to the most admired HEADMASTER of * The Balasore Zilla School *👨‍💼
After a very long time a pleasant experience came to the school environment.
The school is expecting many things from you sir.

03/01/2018

Address

Infront Of Zilla School BALASORE
Baleshwar
756001

Website

Alerts

Be the first to know and let us send you an email when BZS The Alumni posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share