Royal group Of Schools, Maitapur

Royal group Of Schools, Maitapur Contact information, map and directions, contact form, opening hours, services, ratings, photos, videos and announcements from Royal group Of Schools, Maitapur, High School, MAITAPUR, Balasore.

"Keep your face always toward the sunshine, and shadows will fall behind you." Morning Assembly on 10.01.2023
10/01/2023

"Keep your face always toward the sunshine, and shadows will fall behind you."

Morning Assembly on 10.01.2023

06/01/2023
Online classes are going on.....
17/01/2022

Online classes are going on.....

ପବିତ୍ର ଗଣେଶ ପୂଜା ଅବସରେ ସମସ୍ତ ଙ୍କୁ ମୋ ରୟାଲ ପରିବାର ତରଫରୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭକାମନା । ଦିନ ଟି ସମସ୍ତ ପାଇଁ ମଙ୍ଗଳମୟ ହେଉ ।
10/09/2021

ପବିତ୍ର ଗଣେଶ ପୂଜା ଅବସରେ ସମସ୍ତ ଙ୍କୁ ମୋ ରୟାଲ ପରିବାର ତରଫରୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭକାମନା । ଦିନ ଟି ସମସ୍ତ ପାଇଁ ମଙ୍ଗଳମୟ ହେଉ ।

ଶିକ୍ଷା ରୂପକ ଆଲୋକଠୁ ବଞ୍ଚିତ ହୋଇ ଅନ୍ଧକାର ସହ ଲଢ଼େଇ କରୁଥିବା ଆଦିବାସୀ ପିଲାମାନଙ୍କୁ ଯିଏ ଶିକ୍ଷାର ମହତ୍ତ୍ୱ ବୁଝାଇଥିଲେ, ଯିଏ ଆଦିବାସୀ ଛୁ...
15/07/2021

ଶିକ୍ଷା ରୂପକ ଆଲୋକଠୁ ବଞ୍ଚିତ ହୋଇ ଅନ୍ଧକାର ସହ ଲଢ଼େଇ କରୁଥିବା ଆଦିବାସୀ ପିଲାମାନଙ୍କୁ ଯିଏ ଶିକ୍ଷାର ମହତ୍ତ୍ୱ ବୁଝାଇଥିଲେ, ଯିଏ ଆଦିବାସୀ ଛୁଆ ମାନଙ୍କୁ ଶିଶୁ ଶ୍ରମିକ ହେବାରୁ ରକ୍ଷା କରିଥିଲେ ସେ ହେଉଛନ୍ତି ପଦ୍ମଶ୍ରୀ ତୁଳସୀ ମୁଣ୍ଡା ବା ଆମର ପ୍ରିୟ 'ତୁଳସୀ ଅପା' । ତାଙ୍କ ଜନ୍ମ ଦିବସରେ ROYAL ପରିବାର ତରଫରୁ ଅନେକ ଅନେକ ଶୁଭେଚ୍ଛା

Wishing a very Happy birthday to Subhasri Panda3rd Batch Royalite,God bless you  High school, Maitapur
09/07/2021

Wishing a very Happy birthday to Subhasri Panda

3rd Batch Royalite,God bless you High school, Maitapur

ଓଡ଼ିଶୀ ନୃତ୍ୟଶିଳ୍ପୀ ପଦ୍ମଶ୍ରୀ ଗୁରୁ ଶ୍ରୀ ମାୟାଧର ରାଉତଙ୍କ ଜନ୍ମ ଦିବସ ଅବସରରେ   ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି । ତାଙ୍କ ନୃତ...
06/07/2021

ଓଡ଼ିଶୀ ନୃତ୍ୟଶିଳ୍ପୀ ପଦ୍ମଶ୍ରୀ ଗୁରୁ ଶ୍ରୀ ମାୟାଧର ରାଉତଙ୍କ ଜନ୍ମ ଦିବସ ଅବସରରେ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି । ତାଙ୍କ ନୃତ୍ୟର ଚର୍ଚ୍ଚା ଆହୁରି ଦେଶ ବିଦେଶରେ ହେଉ, ଏତିକି ଶ୍ରୀ ଜଗନ୍ନାଥଙ୍କ ନିକଟରେ ଆମ ପ୍ରାର୍ଥନା !


କୋଭିଡକୁ ପରାସ୍ତ କରିବାର ଏକମାତ୍ର ଉପାୟ ହେଲା ଟିକାକରଣ, ତେଣୁ ସମସ୍ତେ ଟିକାକରଣ ପ୍ରକ୍ରିୟାରେ ସାମିଲ୍ ହୁଅନ୍ତୁ ......
05/06/2021

କୋଭିଡକୁ ପରାସ୍ତ କରିବାର ଏକମାତ୍ର ଉପାୟ ହେଲା ଟିକାକରଣ, ତେଣୁ ସମସ୍ତେ ଟିକାକରଣ ପ୍ରକ୍ରିୟାରେ ସାମିଲ୍ ହୁଅନ୍ତୁ ......

Address

MAITAPUR
Balasore
756111

Alerts

Be the first to know and let us send you an email when Royal group Of Schools, Maitapur posts news and promotions. Your email address will not be used for any other purpose, and you can unsubscribe at any time.

Contact The School

Send a message to Royal group Of Schools, Maitapur:

Shortcuts

Share

Category