Panchayat Nodal High School, Mahidharpur

Panchayat Nodal High School, Mahidharpur This is the Official Page of Panchayat Nodal High School, Mahidharpur

ଆଜି ଆମ୍ଭ ବିଦ୍ୟାଳୟରେ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ମାନଙ୍କର ଦ୍ୱାଦଶତମ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଗୋଷ୍ଠୀ ଶିକ୍ଷାଧିକାରୀ...
14/12/2024

ଆଜି ଆମ୍ଭ ବିଦ୍ୟାଳୟରେ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ମାନଙ୍କର ଦ୍ୱାଦଶତମ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀଯୁକ୍ତ ମାନସ ରଞ୍ଜନ ପୃଷ୍ଟି,ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀଯୁକ୍ତ ସୁଶୀଲ କୁମାର ନାଏକ, ସଞ୍ଜୀବ କୁମାର ଦେହୁରୀ, CRCC ଶ୍ରୀଯୁକ୍ତ ପ୍ରସନ୍ନ କୁମାର ସାମଲ ଆଦି ଯୋଗଦାନ କରିଥିଲେ। ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ଲକ୍ଷ୍ମଣ କୁମାର ବେହେରା ଏଥିରେ ସଭାପତିତ୍ବ କରିଥିଲା ବେଳେ ସମସ୍ତ ଶିକ୍ଷକ ତଥା ଶିକ୍ଷୟିତ୍ରୀ ସହାୟତା କରିଥିଲେ।

Organisation of blood donation camp in association with Sambad in Panchayat Nodal High School, Mahidharpur
01/12/2024

Organisation of blood donation camp in association with Sambad in Panchayat Nodal High School, Mahidharpur

ଶିଶୁ ଦିବସ ପାଳନପଞ୍ଚାୟତ ସଂଯୁକ୍ତ ଉଚ୍ଚ ବିଦ୍ୟାଳୟ, ମହୀଧରପୁର
14/11/2024

ଶିଶୁ ଦିବସ ପାଳନ
ପଞ୍ଚାୟତ ସଂଯୁକ୍ତ ଉଚ୍ଚ ବିଦ୍ୟାଳୟ, ମହୀଧରପୁର

ଆଜି ଆମ୍ଭ ବିଦ୍ୟାଳୟରେ ପୋଷାକ ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ଏହାର ପରିଚାଳନା ଦାୟିତ୍ଵ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଶ୍ରୀଯୁକ୍ତ ରଞ୍ଜନ କୁ...
11/11/2024

ଆଜି ଆମ୍ଭ ବିଦ୍ୟାଳୟରେ ପୋଷାକ ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ଏହାର ପରିଚାଳନା ଦାୟିତ୍ଵ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଶ୍ରୀଯୁକ୍ତ ରଞ୍ଜନ କୁମାର ବେହେରା ନେଇଥିଲେ ଏବଂ ବିଦ୍ୟାଳୟର ବରିଷ୍ଠ ଶିକ୍ଷୟିତ୍ରୀ ମିନତି ପ୍ରଧାନ, ମନୋଜା ନାୟକ, ସୌଦାମିନୀ ଜେନା ଆଦି କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଲକ୍ଷ୍ମଣ କୁମାର ବେହେରା ଙ୍କ ସହ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଶ୍ରୀଯୁକ୍ତ ପ୍ରସନ୍ନ କୁମାର ଜେନା ତଥା ସଦସ୍ୟ ମାନେ ଉପସ୍ଥିତ ଥିଲେ।

ଆଜି ଆମ୍ଭ ବିଦ୍ୟାଳୟରେ ଗଣିତ ତଥା ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି। ଏହାକୁ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ଲକ୍ଷ୍ମଣ କୁମାର ବେହେରା...
02/11/2024

ଆଜି ଆମ୍ଭ ବିଦ୍ୟାଳୟରେ ଗଣିତ ତଥା ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି। ଏହାକୁ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ଲକ୍ଷ୍ମଣ କୁମାର ବେହେରା ଉଦଘାଟିତ କରିଥିଲେ । ମାନନୀୟ ଅନୁଗୋଳ ଉପ ଜିଲ୍ଲାପାଳ ଶ୍ରୀଯୁକ୍ତ ବରନ୍ୟେନ୍ଦୁ ମହାନ୍ତି ବିଭିନ୍ନ ପ୍ରକଳ୍ପ ପର୍ଯ୍ୟବେକ୍ଷଣ କରିଥିଲେ। ବିଦ୍ୟାଳୟର ବରିଷ୍ଠ ଗଣିତ ଶିକ୍ଷୟିତ୍ରୀ ମିନତି ପ୍ରଧାନ, ବିଜ୍ଞାନ ଶିକ୍ଷୟିତ୍ରୀ ଦେବଯାନୀ ସାହୁ ତଥା ଗଣିତ ଶିକ୍ଷକ ଶୁଭନ ପଟ୍ଟନାୟକ ଉକ୍ତ ମେଳା ର ସଂଯୋଜନା ଦାୟିତ୍ଵ ନିର୍ବାହ କରିଥିଲେ।

ତା -୦୭.୧୦.୨୦୨୪ରିଖ ଦିନ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ,ତୁରଙ୍ଗ ଠାରେ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ଅନ୍ତର୍ଗତ କୁଇଜ୍ ପ୍ରତିଯୋଗିତା ଅନୁ...
08/10/2024

ତା -୦୭.୧୦.୨୦୨୪ରିଖ ଦିନ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ,ତୁରଙ୍ଗ ଠାରେ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ଅନ୍ତର୍ଗତ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ଏବଂ ଏଥିରେ ଆମ୍ଭ ବିଦ୍ୟାଳୟର ପଞ୍ଚମ ଶ୍ରେଣୀର ଛାତ୍ରୀ ଆରାଧ୍ୟା ପାଳ କନିଷ୍ଠ ବର୍ଗରେ ତୃତୀୟ ସ୍ଥାନ ଅଧିକାର କରିଥିଲା ବେଳେ ଦଶମ ଶ୍ରେଣୀ ଛାତ୍ର ରୁଦ୍ର ପ୍ରତାପ ନାୟକ ବରିଷ୍ଠ ବର୍ଗ ରେ ତୃତୀୟ ସ୍ଥାନ ଅଧିକାର କରି ମାନ୍ୟବର ଛେଣ୍ଡିପଦା ବିଧାୟକ ଶ୍ରୀଯୁକ୍ତ ଅଗସ୍ତି ବେହେରା ଙ୍କ ଠାରୁ ପୁରସ୍କାର ଗ୍ରହଣ କରିଥିଲେ । ଉଭୟ ଛାତ୍ରଛାତ୍ରୀ ଙ୍କୁ ବିଦ୍ୟାଳୟରେ ଆଜି ତା - ୦୮.୧୦.୨୦୨୪ ରିଖ ଦିନ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଲକ୍ଷ୍ମଣ କୁମାର ବେହେରା ସମ୍ବର୍ଦ୍ଧିତ କରିଥିଲେ।

ଗାନ୍ଧୀ ଜୟନ୍ତୀ ଏବଂ ଶାସ୍ତ୍ରୀ ଜୟନ୍ତୀ ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ଲକ୍ଷ୍ମଣ କୁମାର ବେହେର...
02/10/2024

ଗାନ୍ଧୀ ଜୟନ୍ତୀ ଏବଂ ଶାସ୍ତ୍ରୀ ଜୟନ୍ତୀ ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ଲକ୍ଷ୍ମଣ କୁମାର ବେହେରା ଏବଂ ଗଣିତ ଶିକ୍ଷକ ଶ୍ରୀଯୁକ୍ତ ଶୁଭନ୍ ପଟ୍ଟନାୟକ ଙ୍କ ଉପସ୍ଥିତିରେ କିଛି ବୃ୍ଷରୋପଣ କରିଥିଲେ ।

02/10/2024

ଗାନ୍ଧୀ ଜୟନ୍ତୀ ଓ ଶାସ୍ତ୍ରୀ ଜୟନ୍ତୀ ଅବସରରେ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଶ୍ରୀଯୁକ୍ତ ରଞ୍ଜନ କୁମାର ବେହେରା ଙ୍କ ସୁନ୍ଦର ଅଭିଭାଷଣ।

ଅଜି ଆମ୍ଭ ବିଦ୍ୟାଳୟରେ ଗାନ୍ଧୀ ଜୟନ୍ତୀ ଏବଂ ଶାସ୍ତ୍ରୀ ଜୟନ୍ତୀ ପାଳିତ ହୋଇଯାଇଛି।
02/10/2024

ଅଜି ଆମ୍ଭ ବିଦ୍ୟାଳୟରେ ଗାନ୍ଧୀ ଜୟନ୍ତୀ ଏବଂ ଶାସ୍ତ୍ରୀ ଜୟନ୍ତୀ ପାଳିତ ହୋଇଯାଇଛି।

ଆଜି ଆନ୍ତର୍ଜାତୀୟ ବୃଦ୍ଧବୃଦ୍ଧା ଦିବସ ପାଳନ ଉପଲକ୍ଷେ ଆମ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ବୃଦ୍ଧ ଲୋକମାନଙ୍କର ସାଦରେ ଯତ୍ନ ନେବା ପାଇଁ ଏବଂ ଦୁ...
01/10/2024

ଆଜି ଆନ୍ତର୍ଜାତୀୟ ବୃଦ୍ଧବୃଦ୍ଧା ଦିବସ ପାଳନ ଉପଲକ୍ଷେ ଆମ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ବୃଦ୍ଧ ଲୋକମାନଙ୍କର ସାଦରେ ଯତ୍ନ ନେବା ପାଇଁ ଏବଂ ଦୁର୍ବ୍ୟବହାର ଓ ସାମାଜିକ ଉପେକ୍ଷା ରୁ ସୁରକ୍ଷା ଦେବା ପାଇଁ ଶପଥ ଗ୍ରହଣ କରିଥିଲେ।

ଆଜି ଆମ୍ଭ ବିଦ୍ୟାଳୟରେ ଏକ ସ୍ବତନ୍ତ୍ର ଅଭିଭାବକ ଶିକ୍ଷକ ସଭା ଅନୁଷ୍ଠିତ ହୋଇଯାଇଛି। ଏଥିରେ ନବମ ଓ ଦଶମ ପିଲାଙ୍କର APAAR ID ଖୋଲିବା ନିମନ୍ତେ ...
30/09/2024

ଆଜି ଆମ୍ଭ ବିଦ୍ୟାଳୟରେ ଏକ ସ୍ବତନ୍ତ୍ର ଅଭିଭାବକ ଶିକ୍ଷକ ସଭା ଅନୁଷ୍ଠିତ ହୋଇଯାଇଛି। ଏଥିରେ ନବମ ଓ ଦଶମ ପିଲାଙ୍କର APAAR ID ଖୋଲିବା ନିମନ୍ତେ ଅଭିଭାବକ ମାନଙ୍କ ସମ୍ମତି ପତ୍ର ଗ୍ରହଣ କରାଯିବା ସହ ପିଲାଙ୍କର ଶୈଖିକ ବିକାଶ ପାଇଁ ଆଲୋଚନା କରାଯାଇଥିଲା।

Address

Mahidharpur
Angul
759022

Opening Hours

Monday 10am - 4pm
Tuesday 10am - 4pm
Wednesday 10am - 4pm
Thursday 10am - 4pm
Friday 10am - 4pm
Saturday 6:30am - 12:30pm

Telephone

+919437292219

Website

Alerts

Be the first to know and let us send you an email when Panchayat Nodal High School, Mahidharpur posts news and promotions. Your email address will not be used for any other purpose, and you can unsubscribe at any time.

Contact The School

Send a message to Panchayat Nodal High School, Mahidharpur:

Shortcuts

Share

Category