OTET , Education & Offers

OTET , Education & Offers

Odisha Teacher Eligibility Test. This is not official otet page conducted by bse, Odisha, Cuttack. T

Operating as usual

20/09/2022

16/09/2022
Login 23/08/2022

*SPECIAL ODISHA TEACHER ELIGIBILITY TEST(ଓଟିଇଟି) ADMIT CARD-2022*
*Download Here👇👇👇*

Login

Photos from OTET , Education & Offers's post 02/08/2022
Singapore मामले में Kejriwal बनाम केंद्र में कौन सही? जानकारों ने बताई अपनी राय | Khabron Ki Khabar 21/07/2022

Singapore मामले में Kejriwal बनाम केंद्र में कौन सही? जानकारों ने बताई अपनी राय | Khabron Ki Khabar दिल्ली के मुख्यमंत्री अरविंद केजरीवाल को सिंगापुर ना जाने देना का मुद्दा विवाद बनता दिख रहा है. आप के प्रवक्ता सौर...

12/07/2022

जापान टेक्नॉलजी का देश है। यहाँ वोटों की गिनती हो रही है। मत पत्र का इस्तेमाल होता है। ईवीएम मशीन का नहीं। आख़िर जापान जो सब कुछ बना लेता है, वहाँ मत पत्रों से चुनाव क्यों होता है?

12/07/2022

One more terrorist caught from BJP…

29/06/2022

ଜଣେ ଶିକ୍ଷକଙ୍କ ଚମତ୍କାର ଉତ୍ତର !!! ଉଧୃତ..
-----------

ଜଣେ ବ୍ୟକ୍ତି ଜଣେ ଶିକ୍ଷକଙ୍କୁ ପ୍ରଶ୍ନ କଲେ :-
ଆମେ ବି ଚାକିରୀ କରି ଦରମା ପାଉଛୁ,
ଆପଣ ବି ଦରମା ନେଇ ପାଠ ପଢ଼ାଉଛନ୍ତି,
ହେଲେ ଆପଣ ମାନଙ୍କୁ ଏତେ ଉପରେ କାହିଁ ବସାଯାଉଛି
ମୁଁ କିଛି ବୁଝି ପାରୁନି l
ଆପଣଙ୍କୁ ଈଶ୍ୱରର ଆଖ୍ୟା ଦେବାର କାରଣ କଣ ?

*ଶିକ୍ଷକ ଜଣକ ଅଳ୍ପ ଟିକେ ହସି ଦେଇ କହିଲେ -
ଆପଣ ପୁରା ଠିକ କହିଲେ ଆଜ୍ଞା l
ଆମେ ଆପଣଙ୍କ ପରି ଚାକିରୀ କରି ଦରମା ପାଉଛୁ,
ଏଥିରେ ଆମର କିଛି ବାହାଦୁରି ନାହିଁ l
ପରିବାର ପୋଷିବାକୁ ଏ ଦରମା ଗଣ୍ଡାକ ପାଇଁ
ଆମେ ମାସ ଯାକ ଚାହିଁ ରହିଥାଉ l
ଲାଞ୍ଚ ନେଇ ଫାଇଲ ଏପଟ ସେପଟ କରିବାର ସୁଯୋଗ
ଆମ ଚାକିରୀରେ ନାହିଁ କି ଅନ୍ୟ କାହାର ବୁକୁଚା ବୋହି ଶୁଖିଲା ରାଜନୀତି କରି ଦି ପଇସା କମେଇବାର ଅଯଥା ଇଚ୍ଛା ମଧ୍ୟ ଆମ ମାନଙ୍କର ନାହିଁ l*

*ସାଧାସିଧା ଜୀବନ ବଞ୍ଚିବା ଭିତରେ
ନିଜ ଅପେକ୍ଷା ଅନ୍ୟ ମାନଙ୍କ କଥା
ଅଧିକ ଚିନ୍ତା କରୁ କରୁ
କେବେ ଆମ ମାନଙ୍କ ଚାକିରୀ ସରିଯାଏ
ଓ ଆମେ ମାନେ କେବେ ଅନ୍ୟ ମାନଙ୍କ ପାଇଁ
ଅଖୋଜା ଅଲୋଡ଼ା ହେଇଯାଉ ଜଣା ପଡ଼େନି l*

*ଆଉ ରହିଲା ଦରମା କଥା l କହୁଛି ଶୁଣନ୍ତୁ :*

*ଆମେ ଆପଣ ମାନଙ୍କ ଛୁଆଙ୍କୁ
ଏମିତି କିଛି ଦାନ କରୁ
ଯାହାର ମୂଲ୍ୟ କେହି ବି ଦେଇପାରିବେନି l
ଓଡ଼ିଆରେ ତାକୁ ବିଦ୍ୟା କହନ୍ତି
ଏବଂ ଇଂରାଜୀ ରେ KNOWLEDGE,
ଯାହାକୁ ସେ ବ୍ୟବହାର କରି
ଭବିଷ୍ୟତରେ ସେ ତାର ନିଜ ସହ ତା ପରିବାର
ପୋଷିବା ପାଇଁ ସକ୍ଷମ ହୁଏ l
ହେଇପାରେ ୟା ପାଇଁ ଆମେ ଦରମା ନେଉ,
ହେଲେ ଆପଣ କହି ପାରିବେ
ଆପଣଙ୍କ ଛୁଆକୁ ନିସ୍ଵାର୍ଥପର ଭାବେ
ଗେଲ୍ହା କରିବାକୁ ଆମେ କେବେ ପଇସା ମାଗିଛୁ ?*

*ଆପଣଙ୍କ ଛୁଆ ଆପଣ ମାନଙ୍କୁ ଛାଡି
ଆମ ପାଖରେ ଦିନକୁ ଆଠ ଘଣ୍ଟା ଧରି ରହେ,
ତାର ସମସ୍ତ ଭଲ ମନ୍ଦ, ସୁଖ ଦୁଃଖ,
କଣ ଖାଇକି ଆସିଛି ନା ନାହିଁ,
ଯଦି ନ ଖାଇଛି ଭୋକ ହଉଛି କି ପଚାରି ବୁଝିବା ପାଇଁ
ଆମେ କେବେ ପଇସା ମାଗିଛୁ ?
ଆପଣଙ୍କ ଛୁଆର ମୁହଁ ଶୁଖି ଯାଇଥିଲେ
ବାପାରେ ମାଁ'ରେ କହି ତା ମୁଣ୍ଡ ଆଉଁସି
ତାର କଣ ହେଇଛି ବୋଲି
ପଚାରି ବୁଝିବାକୁ ଓ ତା ଓଠରେ ଟିକେ ହସ ଫୁଟେଇବାକୁ
ନିଜକୁ JOKER କରିବାକୁ ବି ଆମେ କେବେ ପଛ ଘୁଞ୍ଚା ଦେଇନୁ, ସେଥିପାଇଁ ଆମେ କେବେ ପଇସା ମାଗିଛୁ ?*

*ଯଦି ଖେଳ ଛୁଟିରେ ସବୁ ପିଲା TIFFIN ଖାଉଥିବା ସମୟରେ ଯଦି କୌଣସି ଛୁଆ TIFFIN ନ ଆଣି ମୁହଁ ଶୁଖେଇ ଠିଆ ହେଇଥିବା ସମୟରେ ଆମ ଆଖି ପଡିଯାଇଛି
ତାକୁ ଡାକି ଯେତେବେଳେ ଆମେ କହିଛୁ ମାଁ'ରେ କି ବାପା'ରେ ଆଜି ଅନ୍ୟ SIR ମାନେ TIFFIN ଆଣିଥିଲେ ଖାଇଦେଇ ପେଟ ପୁରା FULL ହେଇଯାଇଛି ତ,
ତେଣୁ ମୋର ଏ TIFFIN'ଟା ଖାଇଦେବୁ ଏବଂ ଛୁଆଟି TIFFIN ଖାଇବାର ଦେଖି ଯେତେବେଳେ ଆମେ ଖୁସି ହେଇଛୁ ସେଥିପାଇଁ ଆମେ ପଇସା ମାଗିଛୁ ?*

*କେମିତି ଆପଣ ମାନଙ୍କ ଛୁଆ ପରୀକ୍ଷାରେ ଭଲ କରିବ, କାହିଁ ସେ ଛୁଆଟିର ପାଠ ହଉନି, କଣ ତା ପାଇଁ କରାଯାଇପାରିବ ଘରେ ବସି ନିରୋଳାରେ ଚିନ୍ତା କରିବା ପାଇଁ ଆମେ କେବେ ପଇସା ମାଗିଛୁ ? ଆପଣଙ୍କ ଛୁଆ ଡରି ଯାଉଥିବା ସମୟରେ ତା କାନ୍ଧରେ ହାତ ପକାଇ ଯେତେବେଳେ ଆମେ କହୁ ; "ଡରନା ରେ ମାଁ, କି ଡରନାରେ ବାପା, ମୁଁ ଅଛି ପା" ସେତେବେଳେ କଣ ଆମେ ପଇସା ମାଗିଛୁ ? ଭୁଲ କଲେ ନିଜ ଛୁଆ ଭଳି ଆକଟ କରିବା ପାଇଁ ଓ ଭଲ କାମ କଲେ ପିଠି ଥାପୁଡ଼େଇ ଆଗକୁ ବଢିବାକୁ ପ୍ରେରଣା ଦେବା ପାଇଁ ଆମେ କେବେ ପଇସା ମାଗିଛୁ ? ଆପଣଙ୍କ ପିଲା ଜଣେ ଦକ୍ଷ ଓ ସଫଳ ମଣିଷ ହେଇଗଲା ପରେ ଯେତେବେଳେ ସେ ଆମ ସାମ୍ନାକୁ ଆସେ ଓ ଆମ ମନ କୁଣ୍ଢେମୋଟ ହେଇଯାଏ, ଆମେ ତାକୁ କୁଣ୍ଡେଇ ପକେଇ ଖୁସିରେ କାନ୍ଦି ପକାଉ, ସେଥିପାଇଁ ଆମେ ପଇସା ମାଗିଛୁ ?*

*ଏ ସବୁର ହିସାବ କଲେ ନା ସରକାର ଆମ ଋଣ ସୁଝି ପାରିବେ ନା ଆପଣ ମାନେ l ଆମେ ଛୁଆଙ୍କ ପାଇଁ ବଞ୍ଚିଛୁ ଓ ଛୁଆଙ୍କ ପାଇଁ ମରିବୁ ତେଣିକି ଯେ ଯାହା କହୁଛି କହୁ l*

*"""ସତରେ ଶିକ୍ଷକଙ୍କ ମନ କଥା ଓ ତାଙ୍କ ଅବଦାନକୁ ବୁଝିବାର ଶକ୍ତି ନା ଆଜି ଯାଏ କାହାର ହେଲାଣି ନା ହବ l ସମସ୍ତ ଗୁରୁ,ଆଚାର୍ଯ୍ୟ, ଶିକ୍ଷକଙ୍କୁ ମୋର ଅନ୍ତରରୁ କୋଟି କୋଟି ପ୍ରଣାମ"""""*

*🙏🏻 ଲେଖାଟି ମୋର ସୃଷ୍ଟି ନୁହେଁ। ମନକୁ ପାଇଲା ଓ ଆବଶ୍ୟକତା ଅନୁଭବ କରି ଆପଣମାନଙ୍କ ପାଇଁ ଏଠାରେ ପୋଷ୍ଟ କରିଛି।🙏🏻*

Photos from OTET , Education & Offers's post 27/04/2022

🔥FREE LIFETIME CREDIT CARD FOR ALL 🔥

🔥😍OneCard : Refer & Earn: Get 10000 Points On Per Referral and 2000 On Signup.

Signup Upto 2000 points : Upto Rs 200 /-
Refer 10000 points : Rs. 1000 /-

Download App : https://1cardapp.page.link/HzKg

If You Don't Have Credit Card, this Free Credit Card For Lifetime

Benefits : OneCard Is Offering Great Discount Offers On Amazon, Swiggy, Zomato, BigBasket, BookMyShow, Etc.

Extra 350₹ Cashback On Auto Pay activate. You can cancel later. [ Offer till 30 April 2022 ]

Best Part : You Can Also Use This Card In CRED App (₹250 SignUp) https://app.cred.club/spQx/hznc5rsx

How To Activate OneCard :

Give all Details if your Credit score is good then you'll get a FREE Metal Credit Card for FREE

if you not eligible then just make ₹2000 FD & You'll Get ₹2200 Credit Limit.

Start referring friend & get ₹1000 per referral.

Jinke Pass Credit Card Nahi hai best hai ye bana lo Lifetime Free Card hai , Cibil Bana lo Apne😊

Flipkart 11/04/2022

SuperCoin Deal : Flipkart SmartBuy Wired Optical Mouse@ 1

Pay using 198 supercoins

https://bit.ly/3v7up4b

Flipkart Upto 80% Off Across Categories Shop Now!

06/04/2022

Amazon : Do Send Money UPI Transaction & Unlock Exciting Offer.

Open Amazon App » Select Win Scratch Card Option Unlock Offers » Send Rs. 1 to any UPI

Then Unlock Send money of min.₹10 and Get upto ₹10 cashback From Rewards

Working Multiple Times (Account Specific Offer).

05/04/2022

School admission criteria

Want your school to be the top-listed School/college?

Videos (show all)

Website